Home Coronavirus Outbreak ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୫୨୨ କରୋନା ଆକ୍ରାନ୍ତ, ୪୧୮ ମୃତ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୫୨୨ କରୋନା ଆକ୍ରାନ୍ତ, ୪୧୮ ମୃତ

142

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,
– ଦେଶରେ ୨୪ ଘଣ୍ଟାରେ ୧୮,୫୨୨ ନୂଆ କରୋନା କେସ୍
– ୪୧୮ ଲୋକଙ୍କ ମୃତ୍ୟୁ
– ବର୍ତ୍ତମାନ ଦେଶରେ କରୋନାଭାଇରସ୍‌ର ୨,୧୫,୧୨୫ ସକ୍ରିୟ ମାମଲା ଅଛି।
– କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ୧୬,୮୯୩ ରୋଗୀଙ୍କ ମୃତ୍ୟୁ ଘଟିଛି
– ୩,୩୪,୮୨୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
– ମୋଟ ଆକ୍ରାନ୍ତ – ୫,୬୬,୮୪୦ କୁ ବୃଦ୍ଧି
– ମହାରାଷ୍ଟ୍ର କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ସେଥିପାଇଁ ମହାରାଷ୍ଟ୍ର ସରକାର ୩୧ ଜୁଲାଇ ପର୍ଯ୍ୟନ୍ତ ମହାରାଷ୍ଟ୍ର ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.