Home Coronavirus Outbreak ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ୫୪ ମୃତ

39

ନୂଆ ଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୯,୪୯୪ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୬୬,୯୩୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୯୮୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୪% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୧୦,୫୮୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୪୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୧୫୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୦, ୬୭, ୫୦, ୬୩୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୪, ୮୩, ୮୭୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୪, ୧୯, ୮୬, ୮୯୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୭୨, ୧୯୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୭ ୧୨୯
ଆନ୍ଧ୍ରପ୍ରଦେଶ ୪୮ ୨୩୦୪୯୭୪ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୨୦୧ ୨୯୬
ଆସାମ ୭୧୬୨୨୯ ୭୯୮୬
ବିହାର ୬୧ ୮୧୮୩୨୨ ୧୨୨୫୬
ଚଣ୍ଡିଗଡ଼ ୭୬ ୯୦୯୨୭ ୧୪ ୧୧୬୫
ଛତିଶଗଡ ୩୪ ୧୧୩୮୨୫୩ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୪୭୧ ୧୮୬୪୫୧୭ ୧୦୧୫ ୨୬୧୮୩
୧୦ ଗୋଆ ୬୭ ୨୪୧୬୧୮ ୩୮୩୨
୧୧ ଗୁଜୁରାଟ ୧୭୩ ୧୨୧୩୪୪୬ ୧୨ ୧୦୯୪୪
୧୨ ହରିୟାଣା ୨୪୨୯ ୯୮୪୩୨୭ ୫୩୨ ୧୦୬୨୦
୧୩ ହିମାଚଳ ପ୍ରଦେଶ ୫୬ ୨୮୦୬୯୩ ୪୧୩୫
୧୪ ଜାମ୍ମୁ କାଶ୍ମୀର ୫୮ ୪୪୯୩୦୯ ୪୭୫୧
୧୫ ଝାଡଖଣ୍ଡ ୩୫ ୪୨୯୯୨୦ ୫୩୧୭
୧୬ କର୍ଣ୍ଣାଟକ ୧୯୨୬ ୩୯୦୬୯୩୫ ୧୨୮ ୪୦୧୦୫
୧୭ କେରଳ ୨୯୯୫ ୬୪୭୨୫୯୪ ୩୧୭ ୬୯୩୨୫ ୪୮
୧୮ ଲଦାଖ ୨୮୦୧୮ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୦୦ ୧୦୩୦୮୧୨ ୨୯ ୧୦୭୩୫
୨୧ ମହାରାଷ୍ଟ୍ର ୧୪୦୩ ୭୭୩୦୩୭୦ ୧୬୧ ୧୪୭୮୪୯
୨୨ ମଣିପୁର ୧୩୫୧୦୦ ୨୧୨୦
୨୩ ମେଘାଳୟ ୧୧ ୯୨୨୦୭ ୧୫୯୩
୨୪ ମିଜୋରାମ ୨୦୦ ୨୨୬୮୯୭ ୩୪ ୬୯୭
୨୫ ନାଗାଲାଣ୍ଡ ୩୪୭୨୯ ୭୬୦
୨୬ ଓଡ଼ିଶା ୧୬୭ ୧୨୭୮୯୨୯ ୫୨ ୯୧୨୬
୨୭ ପୁଡୁଚେରୀ ୧୬୩୮୩୨ ୧୯୬୨
୨୮ ପଞ୍ଜାବ ୨୨୮ ୭୪୧୯୭୯ ୭୪ ୧୭୭୫୧
୨୯ ରାଜସ୍ଥାନ ୬୦୪ ୧୨୭୪୨୩୯ ୭୪ ୯୫୫୪
୩୦ ସିକ୍କିମ୍ ୩୮୭୦୧ ୪୫୨
୩୧ ତାମିଲନାଡୁ ୪୪୧ ୩୪୧୫୯୬୫ ୫୩ ୩୮୦୨୫
୩୨ ତେଲେଙ୍ଗାନା ୩୭୭ ୭୮୭୯୦୧ ୩୪ ୪୧୧୧
୩୩ ତ୍ରିପୁରା ୯୯୯୫୯ ୯୨୩
୩୪ ଉତ୍ତରାଖଣ୍ଡ ୪୮୪ ୪୨୯୪୬୧ ୩୫ ୭୬୯୩
୩୫ ଉତ୍ତରପ୍ରଦେଶ ୧୪୯୬ ୨୦୫୧୮୫୧ ୩୪୮ ୨୩୫୧୧
୩୬ ପଶ୍ଚିମବଙ୍ଗ ୪୧୭ ୧୯୯୭୦୨୬ ୩୭ ୨୧୨୦୩
ମୋଟ ୧୯୪୯୪ ୪୨୫୬୬୯୩୫ ୨୯୮୬ ୫୨୪୧୫୭ ୫୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.