Home Coronavirus Outbreak ଦେଶରେ ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୬୪ ନୂଆ ଆକ୍ରାନ୍ତ...

ଦେଶରେ ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୦୭ ମୃତ

56

ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୩୩,୭୨୫ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୭,୮୮,୪୪୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୪,୧୫୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୬୩% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୫୮,୫୩୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୧,୩୯୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୦୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୬,୩୬୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୦୩%

ଆରୋଗ୍ୟ ହୋଇଛନ୍ତି ୯୭.୬୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୦, ୩୮, ୪୬, ୪୭୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୦, ୪୦, ୪୦୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୧, ୩୧, ୨୯, ୩୭୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୮୭, ୨୮୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୨୪ ୧୨୯
ଆନ୍ଧ୍ରପ୍ରଦେଶ ୧୪୦୬୧ ୧୯୭୮୩୬୪ ୧୨୦୧ ୧୩୭୬୬ ୧୬
ଅରୁଣାଚଳ ପ୍ରଦେଶ ୧୧୬୨ ୫୧୧୦୪ ୮୧ ୨୫୯
ଆସାମ ୮୦୦୬ ୫୭୨୭୬୫ ୬୮୧ ୫୬୦୭
ବିହାର ୧୦୫ ୭୧୫୮୮୧ ୨୮ ୯୬୫୦
ଚଣ୍ଡିଗଡ଼ ୩୬ ୬୪୨୨୩ ୮୧୨
ଛତିଶଗଡ ୬୨୭ ୯୯୦୧୦୦ ୭୮ ୧୩୫୫୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୨
ଦିଲ୍ଲୀ ୩୮୯ ୧୪୧୨୦୮୧ ୮୬ ୨୫୦୮୦
୧୦ ଗୋଆ ୯୩୩ ୧୬୯୩୧୪ ୭୫ ୩୧୮୭
୧୧ ଗୁଜୁରାଟ ୧୫୯ ୮୧୫୧୦୮ ୧୭ ୧୦୦୮୦
୧୨ ହରିୟାଣା ୬୬୦ ୭୬୦୦୬୫ ୧୮ ୯୬୭୦
୧୩ ହିମାଚଳ ପ୍ରଦେଶ ୨୦୫୮ ୨୦୬୮୨୧ ୧୯୩ ୩୫୭୯
୧୪ ଜାମ୍ମୁ କାଶ୍ମୀର ୧୦୭୮ ୩୧୯୦୬୪ ୧୦୩ ୪୪୦୪
୧୫ ଝାଡଖଣ୍ଡ ୧୪୦ ୩୪୨୪୯୧ ୨୧ ୫୧୩୨
୧୬ କର୍ଣ୍ଣାଟକ ୧୯୩୪୪ ୨୮୮୫୭୦୦ ୧୬୬୮ ୩୭୨୦୬ ୨୨
୧୭ କେରଳ ୧୭୦୮୨୯ ୩୬୯୨୬୨୮ ୨୦୨୭୧ ୧୯୯୭୨ ୨୧୫
୧୮ ଲଦାଖ ୬୪ ୨୦୨୪୪ ୨୦୭
୧୯ ଲକ୍ଷଦୀପ ୩୩ ୧୦୨୪୩ ୫୧
୨୦ ମଧ୍ୟପ୍ରଦେଶ ୭୯ ୭୮୧୫୧୯ ୧୦ ୧୦୫୧୬
୨୧ ମହାରାଷ୍ଟ୍ର ୫୩୬୯୫ ୬୨୪୭୪୧୪ ୪୩୮୦ ୧୩୬୫୭୧ ୨୧୬
୨୨ ମଣିପୁର ୩୫୭୨ ୧୦୬୬୪୦ ୪୧୧ ୧୭୬୩
୨୩ ମେଘାଳୟ ୨୮୧୫ ୭୦୪୭୯ ୩୫୨ ୧୨୯୨
୨୪ ମିଜୋରାମ ୭୦୮୨ ୪୭୫୬୭ ୩୭୫ ୨୦୨
୨୫ ନାଗାଲାଣ୍ଡ ୮୭୧ ୨୮୨୩୫ ୬୫ ୬୧୨
୨୬ ଓଡ଼ିଶା ୭୫୫୮ ୯୮୮୦୯୦ ୭୨୧ ୭୫୬୨ ୬୯
୨୭ ପୁଡୁଚେରୀ ୭୬୦ ୧୨୦୫୦୯ ୭୬ ୧୮୦୯
୨୮ ପଞ୍ଜାବ ୪୦୧ ୫୮୩୬୧୯ ୫୫ ୧୬୩୫୮
୨୯ ରାଜସ୍ଥାନ ୧୨୧ ୯୪୪୯୭୩ ୧୫ ୮୯୫୪
୩୦ ସିକ୍କିମ୍ ୧୪୧୫ ୨୭୭୪୨ ୧୮୦ ୩୬୭
୩୧ ତାମିଲନାଡୁ ୧୮୩୫୨ ୨୫୫୨୫୦୭ ୧୭୯୭ ୩୪୭୮୮ ୨୭
୩୨ ତେଲେଙ୍ଗାନା ୬୨୯୫ ୬୪୫୯୩୯ ୩୪୫ ୩୮୬୪
୩୩ ତ୍ରିପୁରା ୧୧୬୪ ୮୦୫୪୧ ୬୧ ୭୯୩
୩୪ ଉତ୍ତରାଖଣ୍ଡ ୩୨୦ ୩୩୫୧୨୧ ୨୨ ୭୩୭୭
୩୫ ଉତ୍ତରପ୍ରଦେଶ ୩୪୫ ୧୬୮୬୦୩୪ ୨୮ ୨୨୭୯୪
୩୬ ପଶ୍ଚିମବଙ୍ଗ ୯୧୮୫ ୧୫୧୭୨୩୯ ୭୩୦ ୧୮୩୯୩ ୧୦
ମୋଟ ୩୩୩୭୨୫ ୩୧୭୮୮୪୪୦ ୩୪୧୫୯ ୪୩୬୩୬୫ ୬୦୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.