Home Coronavirus Outbreak ଦେଶରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୭୧,୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୭୧,୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୧୪ ମୃତ, ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୭, ୭୪୩

88

ନୂଆ ଦିଲ୍ଲୀ ୧୬-୧ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୭୧,୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭, ୭୪୩ ହୋଇଛି; ଗତକାଲି ଠାରୁ ୨୮.୧୭% ବୃଦ୍ଧି ହୋଇଛି।

ଦୈନିକ ସକରାତ୍ମକତା ହାର (୧୬.୨୮%)

ସାପ୍ତାହିକ ସକରାତ୍ମକତା ହାର (୧୩.୬୯%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୫,୫୦,୩୭୭ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪.୧୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୫୦,୮୫,୭୨୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୩୮,୩୩୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୪.୫୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୧୨୨୧୬୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧,୩୨,୫୫୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୬,୦୬୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪.୧୮%

ଆରୋଗ୍ୟ ହୋଇଛନ୍ତି ୯୪.୫୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୬, ୭୬, ୧୫, ୪୫୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୬, ୨୧, ୩୯୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୦, ୨୪, ୪୮, ୮୩୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୬, ୬୫, ୪୦୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୬୩ ୭୯୮୯ ୫୧ ୧୨୯
ଆନ୍ଧ୍ରପ୍ରଦେଶ ୨୨୮୭୦ ୨୦୬୪୩୩୧ ୩୯୭ ୧୪୫୦୯
ଅରୁଣାଚଳ ପ୍ରଦେଶ ୧୦୭୦ ୫୫୧୪୧ ୩୩ ୨୮୨
ଆସାମ ୧୯୧୨୪ ୬୧୮୭୦୧ ୮୭୬ ୬୨୦୧
ବିହାର ୩୫୯୧୭ ୭୩୩୬୭୩ ୪୪୮୯ ୧୨୧୨୭
ଚଣ୍ଡିଗଡ଼ ୮୫୧୧ ୬୬୬୭୩ ୫୪୧ ୧୦୮୬
ଛତିଶଗଡ ୩୨୧୩୯ ୧୦୦୯୯୬୭ ୪୨୪୦ ୧୩୬୪୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୯୮ ୧୦୭୪୮ ୧୭
ଦିଲ୍ଲୀ ୯୩୪୦୭ ୧୫୭୨୯୪୨ ୧୯୫୫୪ ୨୫୩୩୫ ୩୦
୧୦ ଗୋଆ ୨୦୦୭୮ ୧୮୩୬୧୫ ୧୭୮୯ ୩୫୫୦
୧୧ ଗୁଜୁରାଟ ୫୯୫୬୪ ୮୪୬୩୭୫ ୫୪୦୪ ୧୦୧୫୧
୧୨ ହରିୟାଣା ୪୬୭୪୩ ୭୮୧୧୫୭ ୩୭୪୩ ୧୦୦୯୮
୧୩ ହିମାଚଳ ପ୍ରଦେଶ ୧୦୫୫୩ ୨୨୭୮୪୭ ୯୩୫ ୩୮୮୯
୧୪ ଜାମ୍ମୁ କାଶ୍ମୀର ୧୨୮୬୦ ୩୩୮୪୫୩ ୩୯୦ ୪୫୬୧
୧୫ ଝାଡଖଣ୍ଡ ୩୩୦୮୯ ୩୬୪୨୪୫ ୩୩୫୧ ୫୧୯୯
୧୬ କର୍ଣ୍ଣାଟକ ୧୬୯୮୭୯ ୨୯୭୭୭୪୩ ୪୨୭୩ ୩୮୪୧୮
୧୭ କେରଳ ୯୧୩୫୩ ୫୨୧୮୬୮୧ ୩୮୧୯ ୫୦୬୭୪ ୧୦୬
୧୮ ଲଦାଖ ୭୪୧ ୨୨୨୪୬ ୫୮ ୨୨୨
୧୯ ଲକ୍ଷଦୀପ ୬୦ ୧୦୩୬୯ ୫୧
୨୦ ମଧ୍ୟପ୍ରଦେଶ ୨୫୫୧୬ ୭୮୮୪୮୪ ୧୧୮୬ ୧୦୫୪୩
୨୧ ମହାରାଷ୍ଟ୍ର ୨୬୮୧୯୦ ୬୭୬୦୫୧୪ ୪୩୩୮୯ ୧୪୧୭୭୯ ୨୩
୨୨ ମଣିପୁର ୧୦୬୩ ୧୨୩୯୦୨ ୩୭ ୨୦୧୪
୨୩ ମେଘାଳୟ ୯୯୧ ୮୩୬୬୬ ୬୯ ୧୪୯୦
୨୪ ମିଜୋରାମ ୮୯୨୧ ୧୪୨୭୬୪ ୪୭୭ ୫୭୦
୨୫ ନାଗାଲାଣ୍ଡ ୪୦୪ ୩୧୭୨୭ ୨୬ ୭୦୩
୨୬ ଓଡ଼ିଶା ୫୮୬୪୨ ୧୦୫୫୬୧୫ ୩୨୨୦ ୮୪୭୮
୨୭ ପୁଡୁଚେରୀ ୬୭୮୫ ୧୨୭୮୭୯ ୮୪ ୧୮୮୬
୨୮ ପଞ୍ଜାବ ୩୭୫୪୬ ୬୦୨୨୪୯ ୩୫୪୭ ୧୬୭୫୪ ୨୩
୨୯ ରାଜସ୍ଥାନ ୫୮୪୨୮ ୯୬୦୫୬୩ ୪୦୧୩ ୮୯୯୯
୩୦ ସିକ୍କିମ୍ ୧୭୨୬ ୩୨୨୬୦ ୫୮ ୪୧୩
୩୧ ତାମିଲନାଡୁ ୧୩୧୦୦୭ ୨୭୪୭୯୭୪ ୧୦୯୮୮ ୩୬୯୬୭ ୧୧
୩୨ ତେଲେଙ୍ଗାନା ୨୨୦୧୭ ୬୮୧୦୯୧ ୧୬୨୦ ୪୦୫୪
୩୩ ତ୍ରିପୁରା ୫୧୦୬ ୮୪୯୯୧ ୧୯୧ ୮୩୮
୩୪ ଉତ୍ତରାଖଣ୍ଡ ୧୪୮୯୨ ୩୪୪୯୪୦ ୧୩୦୩ ୭୪୪୦
୩୫ ଉତ୍ତରପ୍ରଦେଶ ୯୫୧୪୮ ୧୬୯୮୮୭୩ ୫୦୩୧ ୨୨୯୫୩
୩୬ ପଶ୍ଚିମବଙ୍ଗ ୧୫୫୩୭୬ ୧୭୦୭୩୩୩ ୯୧୩୨ ୨୦୦୫୨ ୩୯
ମୋଟ ୧୫୫୦୩୭୭ ୩୫୦୮୫୭୨୧ ୧୩୮୩୩୧ ୪୮୬୦୬୬ ୩୧୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.