Home Top News ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୯,୧୧୯ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୯,୧୧୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୯୬ ମୃତ

81

ନୂଆ ଦିଲ୍ଲୀ ୨୫-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୯,୧୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୯,୯୪୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର 0.୩୧୮୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୯,୬୭,୯୬୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୬୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୨୯୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୪୪,୮୮୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୫୪୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୬,୯୮୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ 0.୩୧୮୩%

ଆରୋଗ୍ୟ ହୋଇଛନ୍ତି ୯୮.୩୨୯୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୫%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୧୯, ୩୮, ୪୪, ୭୪୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୯୦, ୨୭, ୬୩୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୩, ୫୯, ୨୪, ୭୬୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୫୦, ୫୩୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୪୫ ୧୨୯
ଆନ୍ଧ୍ରପ୍ରଦେଶ ୨୧୭୫ ୨୦୫୫୨୨୬ ୨୪୭ ୧୪୪୩୦
ଅରୁଣାଚଳ ପ୍ରଦେଶ ୩୪ ୫୪୯୪୩ ୨୮୦
ଆସାମ ୨୯୪୩ ୬୦୬୯୭୧ ୨୪୫ ୬୦୮୧
ବିହାର ୪୦ ୭୧୬୪୯୫ ୯୬୬୩
ଚଣ୍ଡିଗଡ଼ ୩୭ ୬୪୫୬୪ ୮୨୦
ଛତିଶଗଡ ୩୧୦ ୯୯୨୭୩୨ ୩୪ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୩୧୧ ୧୪୧୫୩୪୮ ୨୦ ୨୫୦୯୫
୧୦ ଗୋଆ ୨୪୬ ୧୭୫୧୦୭ ୨୦ ୩୩୭୮
୧୧ ଗୁଜୁରାଟ ୩୧୬ ୮୧୬୮୮୮ ୩୨ ୧୦୦୯୨
୧୨ ହରିୟାଣା ୧୫୪ ୭୬୧୩୯୮ ୧୦୦୫୩
୧୩ ହିମାଚଳ ପ୍ରଦେଶ ୯୩୧ ୨୨୧୯୩୬ ୪୭ ୩୮୩୮
୧୪ ଜାମ୍ମୁ କାଶ୍ମୀର ୧୬୮୪ ୩୨୯୭୩୧ ୧୩୫ ୪୪୬୬
୧୫ ଝାଡଖଣ୍ଡ ୧୨୩ ୩୪୩୯୧୪ ୧୬ ୫୧୪୦
୧୬ କର୍ଣ୍ଣାଟକ ୬୪୪୧ ୨୯୪୯୬୨୯ ୫୪୬ ୩୮୧୮୫
୧୭ କେରଳ ୫୧୯୪୩ ୫୦୨୩୬୫୮ ୫୩୭୯ ୩୮୩୫୩ ୩୦୮
୧୮ ଲଦାଖ ୨୨୫ ୨୦୯୫୯ ୨୮ ୨୧୩
୧୯ ଲକ୍ଷଦୀପ ୧୮ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୧୦୪ ୭୮୨୪୪୩ ୧୦୫୨୭
୨୧ ମହାରାଷ୍ଟ୍ର ୧୩୦୨୮ ୬୪୭୮୪୨୨ ୧୦୪୩ ୧୪୦୮୦୭ ୪୧
୨୨ ମଣିପୁର ୬୯୮ ୧୨୨୩୮୩ ୨୬ ୧୯୬୫
୨୩ ମେଘାଳୟ ୩୫୬ ୮୨୫୪୧ ୧୨ ୧୪୬୭
୨୪ ମିଜୋରାମ ୪୪୪୨ ୧୨୮୧୯୨ ୪୧୦ ୪୮୪
୨୫ ନାଗାଲାଣ୍ଡ ୧୩୦ ୩୧୨୫୨ ୬୯୬
୨୬ ଓଡ଼ିଶା ୨୧୨୩ ୧୦୩୭୧୫୨ ୧୫୧ ୮୩୯୯
୨୭ ପୁଡୁଚେରୀ ୩୦୪ ୧୨୬୫୭୧ ୨୪ ୧୮୭୦
୨୮ ପଞ୍ଜାବ ୩୦୦ ୫୮୬୨୦୭ ୨୧ ୧୬୫୮୮
୨୯ ରାଜସ୍ଥାନ ୧୪୧ ୯୪୫୫୬୯ ୮୯୫୫
୩୦ ସିକ୍କିମ୍ ୧୧୪ ୩୧୬୬୨ ୪୦୩
୩୧ ତାମିଲନାଡୁ ୮୪୮୪ ୨୬୭୭୬୦୭ ୭୮୨ ୩୬୪୧୫ ୧୪
୩୨ ତେଲେଙ୍ଗାନା ୩୫୩୩ ୬୬୭୪୮୩ ୧୫୫ ୩୯୮୫
୩୩ ତ୍ରିପୁରା ୮୧ ୮୩୮୫୮ ୮୨୦
୩୪ ଉତ୍ତରାଖଣ୍ଡ ୧୮୦ ୩୩୬୫୬୧ ୧୦ ୭୪୦୭
୩୫ ଉତ୍ତରପ୍ରଦେଶ ୯୪ ୧୬୮୭୩୫୩ ୧୦ ୨୨୯୦୯
୩୬ ପଶ୍ଚିମବଙ୍ଗ ୭୮୯୪ ୧୫୮୪୬୭୦ ୮୧୧ ୧୯୪୧୯ ୧୨
ମୋଟ ୧୦୯୯୪୦ ୩୩୯୬୭୯୬୨ ୧୦୨୬୪ ୪୬୬୯୮୦ ୩୯୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.