Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭,୫୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ୨୩୬...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭,୫୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ୨୩୬ ମୃତ

30

ନୂଆ ଦିଲ୍ଲୀ ୨୩-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭,୫୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୧୩,୫୮୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩୨.୯୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୯,୪୬,୭୪୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୦୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୨୦୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୨୬,୪୮୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪,୮୫୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୩୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୬,୧୪୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩୨.୯୦%

ଆରୋଗ୍ୟ ହୋଇଛନ୍ତି ୯୮.୩୨୦୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୫%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୧୭, ୬୩, ୭୩, ୪୯୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୧, ୯୨, ୧୫୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୩, ୩୪, ୮୯, ୨୩୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୯, ୬୪, ୯୮୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୪୫ ୧୨୯
ଆନ୍ଧ୍ରପ୍ରଦେଶ ୨୨୦୬ ୨୦୫୪୭୩୭ ୧୮୪ ୧୪୪୨୮
ଅରୁଣାଚଳ ପ୍ରଦେଶ ୩୪ ୫୪୯୩୭ ୨୮୦
ଆସାମ ୨୯୨୮ ୬୦୬୫୬୯ ୨୩୨ ୬୦୭୭
ବିହାର ୪୧ ୭୧୬୪୮୭ ୯୬୬୩
ଚଣ୍ଡିଗଡ଼ ୩୨ ୬୪୫୫୮ ୮୨୦
ଛତିଶଗଡ ୩୦୪ ୯୯୨୬୮୧ ୨୬ ୧୩୫୯୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୨୯୭ ୧୪୧୫୩୦୦ ୩୮ ୨୫୦୯୫
୧୦ ଗୋଆ ୨୩୧ ୧୭୫୦୬୮ ୨୦ ୩୩୭୮
୧୧ ଗୁଜୁରାଟ ୩୦୯ ୮୧୬୮୩୧ ୨୬ ୧୦୦୯୧
୧୨ ହରିୟାଣା ୧୩୮ ୭୬୧୩୭୪ ୨୩ ୧୦୦୫୩
୧୩ ହିମାଚଳ ପ୍ରଦେଶ ୮୭୫ ୨୨୧୭୯୬ ୧୪୨ ୩୮୩୪
୧୪ ଜାମ୍ମୁ କାଶ୍ମୀର ୧୬୬୫ ୩୨୯୪୦୧ ୧୯୫ ୪୪୬୨
୧୫ ଝାଡଖଣ୍ଡ ୧୩୧ ୩୪୩୮୭୮ ୧୪ ୫୧୪୦
୧୬ କର୍ଣ୍ଣାଟକ ୬୮୯୬ ୨୯୪୮୭୦୪ ୩୭୩ ୩୮୧୭୭
୧୭ କେରଳ ୫୪୭୨୬ ୫୦୧୨୩୦୧ ୭୫୧୫ ୩୭୬୭୫ ୧୮୦
୧୮ ଲଦାଖ ୨୧୮ ୨୦୯୧୯ ୩୪ ୨୧୨
୧୯ ଲକ୍ଷଦୀପ ୧୪ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୯୧ ୭୮୨୪୨୩ ୧୦୫୨୬
୨୧ ମହାରାଷ୍ଟ୍ର ୧୩୩୩୪ ୬୪୭୬୪୫୦ ୭୬୮ ୧୪୦୭୪୭
୨୨ ମଣିପୁର ୬୭୮ ୧୨୨୩୧୭ ୪୩ ୧୯୬୨
୨୩ ମେଘାଳୟ ୨୯୬ ୮୨୫୦୬ ୧୨ ୧୪୬୭
୨୪ ମିଜୋରାମ ୪୭୧୫ ୧୨୭୧୨୬ ୪୫୪ ୪୭୯
୨୫ ନାଗାଲାଣ୍ଡ ୧୨୮ ୩୧୨୩୬ ୬୯୬
୨୬ ଓଡ଼ିଶା ୨୦୩୪ ୧୦୩୬୭୪୬ ୨୪୫ ୮୩୯୪
୨୭ ପୁଡୁଚେରୀ ୩୦୪ ୧୨୬୫୦୬ ୩୬ ୧୮୭୦
୨୮ ପଞ୍ଜାବ ୨୬୨ ୫୮୬୧୫୪ ୩୭ ୧୬୫୮୬
୨୯ ରାଜସ୍ଥାନ ୧୩୧ ୯୪୫୫୪୨ ୧୦ ୮୯୫୫
୩୦ ସିକ୍କିମ୍ ୧୧୬ ୩୧୬୫୨ ୪୦୩
୩୧ ତାମିଲନାଡୁ ୮୬୧୬ ୨୬୭୬୦୧୭ ୮୪୩ ୩୬୩୮୮ ୧୩
୩୨ ତେଲେଙ୍ଗାନା ୩୫୩୮ ୬୬୭୧୭୧ ୧୭୨ ୩୯୮୩
୩୩ ତ୍ରିପୁରା ୭୦ ୮୩୮୪୧ ୧୪ ୮୧୯
୩୪ ଉତ୍ତରାଖଣ୍ଡ ୧୭୫ ୩୩୬୫୩୫ ୨୫ ୭୪୦୫
୩୫ ଉତ୍ତରପ୍ରଦେଶ ୧୦୪ ୧୬୮୭୩୩୧ ୧୦ ୨୨୯୦୯
୩୬ ପଶ୍ଚିମବଙ୍ଗ ୭୯୪୫ ୧୫୮୩୧୧୮ ୬୭୬ ୧୯୩୯୭ ୧୪
ମୋଟ ୧୧୩୫୮୪ ୩୩୯୪୬୭୪୯ ୧୨୨୦୨ ୪୬୬୧୪୭ ୨୩୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.