Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୪୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୯

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୪୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୯

31

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୪୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୬୨,୨୦୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୦୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୪,୮୪,୧୫୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୭,୧୨୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୮୯,୫୭୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୨,୦୬୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୩୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୩,୨୧୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୦୯%

ଆରୋଗ୍ୟ ହୋଇଛନ୍ତି ୯୭.୫୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୭୫, ୨୨, ୩୮, ୩୨୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୮, ୬୬, ୯୫୦

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୪, ୪୪, ୪୪, ୯୬୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୩୦, ୮୯୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୪୭ ୧୨୯
ଆନ୍ଧ୍ରପ୍ରଦେଶ ୧୪୬୫୨ ୨୦୦୨୧୮୭ ୧୩୧୦ ୧୪୦୧୦ ୧୨
ଅରୁଣାଚଳ ପ୍ରଦେଶ ୫୩୩ ୫୩୦୦୪ ୬୮ ୨୭୦
ଆସାମ ୫୬୧୫ ୫୮୪୨୯୬ ୬୪୪ ୫୭୫୮
ବିହାର ୭୭ ୭୧୬୦୯୮ ୧୦ ୯୬୫୮
ଚଣ୍ଡିଗଡ଼ ୩୨ ୬୪୩୧୧ ୮୧୭
ଛତିଶଗଡ ୩୭୬ ୯୯୦୯୬୮ ୩୮ ୧୩୫୫୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୧
ଦିଲ୍ଲୀ ୩୭୭ ୧୪୧୨୭୯୦ ୩୦ ୨୫୦୮୩
୧୦ ଗୋଆ ୭୦୨ ୧୭୦୯୭୨ ୯୦ ୩୨୧୭
୧୧ ଗୁଜୁରାଟ ୧୬୧ ୮୧୫୩୮୬ ୧୬ ୧୦୦୮୨
୧୨ ହରିୟାଣା ୩୫୧ ୭୬୦୫୦୧ ୩୪ ୯୮୦୭ ୧୨୧
୧୩ ହିମାଚଳ ପ୍ରଦେଶ ୧୫୨୧ ୨୧୦୭୩୩ ୨୧୪ ୩୬୩୯
୧୪ ଜାମ୍ମୁ କାଶ୍ମୀର ୧୨୪୭ ୩୨୧୩୨୯ ୧୨୪ ୪୪୧୪
୧୫ ଝାଡଖଣ୍ଡ ୧୧୭ ୩୪୨୮୨୯ ୧୬ ୫୧୩୩
୧୬ କର୍ଣ୍ଣାଟକ ୧୬୨୬୯ ୨୯୦୮୬୨୨ ୧୦୭୪ ୩୭୫୧୭ ୧୩
୧୭ କେରଳ ୨୦୯୩୩୫ ୪୧୫୮୫୦୪ ୨୮୪୩୯ ୨୨୬୫୦ ୯୯
୧୮ ଲଦାଖ ୩୦ ୨୦୩୭୧ ୨୦୭
୧୯ ଲକ୍ଷଦୀପ ୧୦୨୯୭ ୫୧
୨୦ ମଧ୍ୟପ୍ରଦେଶ ୧୩୧ ୭୮୧୭୦୫ ୧୯ ୧୦୫୧୭
୨୧ ମହାରାଷ୍ଟ୍ର ୫୩୪୨୭ ୬୩୦୯୦୨୧ ୫୩୦ ୧୩୮୧୬୯ ୨୭
୨୨ ମଣିପୁର ୨୬୧୭ ୧୧୨୮୦୧ ୨୬୫ ୧୮୧୨
୨୩ ମେଘାଳୟ ୧୮୫୯ ୭୫୧୪୧ ୧୭୭ ୧୩୫୯
୨୪ ମିଜୋରାମ ୧୩୩୬୯ ୫୯୨୭୩ ୫୨୬ ୨୪୧
୨୫ ନାଗାଲାଣ୍ଡ ୫୮୦ ୨୯୪୩୨ ୫୯ ୬୪୫
୨୬ ଓଡ଼ିଶା ୫୯୧୯ ୧୦୦୨୮୧୦ ୬୮୨ ୮୧୦୪
୨୭ ପୁଡୁଚେରୀ ୮୬୦ ୧୨୨୧୫୩ ୧୩୧ ୧୮୨୩
୨୮ ପଞ୍ଜାବ ୩୦୯ ୫୮୪୩୦୬ ୨୫ ୧୬୪୫୭
୨୯ ରାଜସ୍ଥାନ ୯୦ ୯୪୫୧୫୪ ୮୯୫୪
୩୦ ସିକ୍କିମ୍ ୮୦୯ ୨୯୪୬୪ ୫୩ ୩୭୭
୩୧ ତାମିଲନାଡୁ ୧୬୫୨୨ ୨୫୮୩୭୦୭ ୧୫୦୯ ୩୫୧୯୦ ୨୨
୩୨ ତେଲେଙ୍ଗାନା ୫୨୫୩ ୬୫୨୭୧୬ ୩୧୮ ୩୮୯୭
୩୩ ତ୍ରିପୁରା ୪୮୫ ୮୨୩୮୨ ୭୨ ୮୦୫
୩୪ ଉତ୍ତରାଖଣ୍ଡ ୨୯୩ ୩୩୫୫୬୦ ୩୮ ୭୩୮୯
୩୫ ଉତ୍ତରପ୍ରଦେଶ ୧୭୫ ୧୬୮୬୪୯୭ ୧୦ ୨୨୮୮୩
୩୬ ପଶ୍ଚିମବଙ୍ଗ ୮୦୯୬ ୧୫୩୦୭୩୧ ୫୮୭ ୧୮୫୮୭ ୧୦
ମୋଟ ୩୬୨୨୦୭ ୩୨୪୮୪୧୫୯ ୩୭୧୨୭ ୪୪୩୨୧୩ ୩୩୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.