Home Coronavirus Outbreak ଦେଶରେ ଆଜି ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୮୨,୯୭୦ ନୂଆ ଆକ୍ରାନ୍ତ...

ଦେଶରେ ଆଜି ପ୍ରବଳ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୮୨,୯୭୦ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୧ ମୃତ

60

ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୮୨,୯୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୮, ୯୬୧ ଏପର୍ଯ୍ୟନ୍ତ ମୋଟ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି; ଗତକାଲି ଠାରୁ ୦.୭୯% ବୃଦ୍ଧି।

ଦୈନିକ ସକରାତ୍ମକତା ହାର (୧୫.୧୩%)

ସାପ୍ତାହିକ ସକରାତ୍ମକତା ହାର (୧୫.୫୩%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୮,୩୧,୦୦୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪.୮୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୫୫,୮୩,୦୩୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୮୮,୧୫୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୮୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୯,୦୧,୨୪୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୯୪,୩୭୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୪୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪.୮୭.୨୦୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୪.୮୩%

ଆରୋଗ୍ୟ ହୋଇଛନ୍ତି ୯୩.୮୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୮, ୮୮, ୪୭, ୫୫୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୬, ୩୫, ୨୨୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୦, ୭୪, ୨୧, ୬୫୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୮, ୬୯, ୬୪୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୬୦ ୮୧୯୦ ୭୩ ୧୨୯
ଆନ୍ଧ୍ରପ୍ରଦେଶ ୩୬୧୦୮ ୨୦୬୬୭୬୨ ୧୦୬୬ ୧୪୫୧୪
ଅରୁଣାଚଳ ପ୍ରଦେଶ ୧୬୯୭ ୫୫୪୦୮ ୧୨୯ ୨୮୨
ଆସାମ ୩୦୯୦୭ ୬୨୪୬୪୯ ୨୪୪୪ ୬୨୩୩ ୧୬
ବିହାର ୩୩୮୮୫ ୭୪୯୧୭୪ ୩୭୮୫ ୧୨୧୪୫
ଚଣ୍ଡିଗଡ଼ ୯୫୭୮ ୬୯୦୯୮ ୭୯୯ ୧୦୯୧
ଛତିଶଗଡ ୩୧୭୬୯ ୧୦୨୪୪୬୨ ୫୭୯୬ ୧୩୬୭୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୧୬ ୧୦୮୧୩ ୨୭
ଦିଲ୍ଲୀ ୭୮୧୧୨ ୧୬୩୦୬୪୪ ୧୭୫୧୬ ୨୫୪୨୫ ୩୮
୧୦ ଗୋଆ ୨୧୯୯୭ ୧୮୯୬୦୫ ୨୪୭୬ ୩୫୬୯
୧୧ ଗୁଜୁରାଟ ୭୯୬୦୦ ୮୬୬୩୩୮ ୭୮୮୩ ୧୦୧୭୪ ୧୦
୧୨ ହରିୟାଣା ୫୭୩୦୦ ୭୯୭୦୬୬ ୫୯୧୭ ୧୦୧୨୪
୧୩ ହିମାଚଳ ପ୍ରଦେଶ ୧୩୬୩୯ ୨୩୧୩୫୪ ୧୫୮୨ ୩୯୦୨
୧୪ ଜାମ୍ମୁ କାଶ୍ମୀର ୨୧୬୭୭ ୩୪୦୫୯୯ ୮୯୯ ୪୫୭୫
୧୫ ଝାଡଖଣ୍ଡ ୨୮୫୮୬ ୩୭୬୫୨୩ ୩୮୯୮ ୫୨୧୩
୧୬ କର୍ଣ୍ଣାଟକ ୨୫୦୪୧୦ ୨୯୯୯୮୨୫ ୮୩୫୩ ୩୮୪୬୫ ୨୦
୧୭ କେରଳ ୧୪୩୨୧୯ ୫୨୩୬୦୧୩ ୭୩୦୩ ୫୧୦୨୬ ୧୨୨
୧୮ ଲଦାଖ ୯୬୫ ୨୨୫୧୩ ୪୩ ୨୨୨
୧୯ ଲକ୍ଷଦୀପ ୧୪୮ ୧୦୩୭୬ ୫୧
୨୦ ମଧ୍ୟପ୍ରଦେଶ ୩୯୪୫୦ ୭୯୫୦୫୦ ୨୬୭୫ ୧୦୫୪୭
୨୧ ମହାରାଷ୍ଟ୍ର ୨୭୧୪୨୭ ୬୮୬୮୮୧୬ ୩୮୮୨୪ ୧୪୧୮୮୫ ୫୩
୨୨ ମଣିପୁର ୧୭୯୧ ୧୨୪୦୬୭ ୪୬ ୨୦୧୫
୨୩ ମେଘାଳୟ ୧୩୧୮ ୮୩୯୯୭ ୧୬୨ ୧୪୯୨
୨୪ ମିଜୋରାମ ୯୦୧୨ ୧୪୫୪୮୫ ୧୧୬୯ ୫୭୪
୨୫ ନାଗାଲାଣ୍ଡ ୪୫୪ ୩୧୮୯୬ ୧୧୯ ୭୦୩
୨୬ ଓଡ଼ିଶା ୭୩୨୨୨ ୧୦୭୩୭୭୭ ୭୭୪୫ ୮୪୮୮
୨୭ ପୁଡୁଚେରୀ ୧୦୩୯୩ ୧୨୮୪୨୪ ୨୫୬ ୧୮୯୩
୨୮ ପଞ୍ଜାବ ୪୩୯୭୭ ୬୧୬୧୫୩ ୫୯୧୨ ୧୬୮୧୭ ୨୭
୨୯ ରାଜସ୍ଥାନ ୬୯୩୮୮ ୯୭୮୧୯୯ ୭୦୫୬ ୯୦୧୯
୩୦ ସିକ୍କିମ୍ ୨୧୫୭ ୩୨୭୩୧ ୨୨୭ ୪୧୫
୩୧ ତାମିଲନାଡୁ ୧୬୧୧୭୧ ୨୭୮୯୦୪୫ ୧୫୦୩୬ ୩୭୦୩୮ ୨୯
୩୨ ତେଲେଙ୍ଗାନା ୨୨୪୭୨ ୬୮୮୧୦୫ ୨୭୦୬ ୪୦୬୨
୩୩ ତ୍ରିପୁରା ୭୦୫୦ ୮୬୩୦୫ ୬୭୯ ୮୪୮
୩୪ ଉତ୍ତରାଖଣ୍ଡ ୨୦୬୨୦ ୩୪୯୬୬୧ ୨୦୫୨ ୭୪୫୦
୩୫ ଉତ୍ତରପ୍ରଦେଶ ୧୦୧୧୧୪ ୧୭୪୦୨୬୮ ୨୦୧୯୧ ୨୨୯୮୪ ୧୨
୩୬ ପଶ୍ଚିମବଙ୍ଗ ୧୫୫୭୧୧ ୧୭୪୧୬୪୮ ୧୩୩୦୮ ୨୦୧୫୫ ୩୪
ମୋଟ ୧୮୩୧୦୦୦ ୩୫୫୮୩୦୩୯ ୧୮୮୧୫୭ ୪୮୭୨୦୨ ୪୪୧

ଅପରପକ୍ଷରେ,

ରାଜ୍ୟରେ ଆଜି ପୁଣି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୧୧୬୦୭
୦-୧୮ ବର୍ଷର : ୯୯୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୭୨୮
– ସ୍ଥାନୀୟ ଅଞ୍ଚଳରୁ୪୮୭୯
୧- ଅନୁଗୁଳ ଜିଲ୍ଲାରୁ – ୧୮୫
୨- ବାଲେଶ୍ୱର ଜିଲ୍ଲାରୁ – ୩୦୫
୩- ବରଗଡ଼ ଜିଲ୍ଲାରୁ – ୧୪୫
୪- ଭଦ୍ରକ ଜିଲ୍ଲାରୁ – ୧୫୩
୫- ବଲାଙ୍ଗୀର ଜିଲ୍ଲାରୁ – ୨୨୯
୭- କଟକ ଜିଲ୍ଲାରୁ – ୮୯୮
୮- ଦେବଗଡ଼ ଜିଲ୍ଲାରୁ – ୭୫
୯- ଢେଙ୍କାନାଳ ଜିଲ୍ଲାରୁ – ୭୧
୧୦- ଗଜପତି ଜିଲ୍ଲାରୁ – ୮୭
୧୧- ଗଞ୍ଜାମ ଜିଲ୍ଲାରୁ – ୯୩
୧୨- ଜଗତସିଂହପୁର ଜିଲ୍ଲାରୁ – ୧୩୪
୧୩- ଯାଜପୁର ଜିଲ୍ଲାରୁ – ୨୩୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୧୯
୧୫- କଳାହାଣ୍ଡି ଜିଲ୍ଲାରୁ – ୧୦୩
୧୬- କନ୍ଧମାଳ ଜିଲ୍ଲାରୁ – ୮୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୯
୧୮- କେନ୍ଦୁଝର ଜିଲ୍ଲାରୁ – ୧୨୧
୧୯- ଖୋର୍ଦ୍ଧାରୁ: ୪୩୪୭
୨୦- କୋରାପୁଟ ଜିଲ୍ଲାରୁ – ୧୬୮
୨୧- ମାଲକାନଗିରି : ୮୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୭୪
୨୩- ନବରଙ୍ଗପୁର ଜିଲ୍ଲାରେ: ୧୪୯
୨୪- ନୟାଗଡ଼ ଜିଲ୍ଲାରୁ – ୨୦୬
୨୫- ନୂଆପଡ଼ା ଜିଲ୍ଲାରୁ – ୧୬୬
୨୬- ପୁରୀ ଜିଲ୍ଲାରୁ – ୧୫୭
୨୭- ରାୟଗଡ଼ା ଜିଲ୍ଲାରୁ – ୨୨୯
୨୮- ସମ୍ବଲପୁର ଜିଲ୍ଲାରୁ – ୩୯୦
୨୯- ସୋନପୁର ଜିଲ୍ଲାରୁ – ୧୧୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୧୯
୩୧- State Pool: ୮୭୭
– ନୂଆ ସୁସ୍ଥ ହୋଇଥିଲେ୭୭୪୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୮୪୨୦୬୩
– ମୋଟ ଆକ୍ରାନ୍ତ ୧୧୬୭୦୯୪
– ମୋଟ ସୁସ୍ଛ ହୋଲେଣି ୧୦୭୩୭୭୭
– ସକ୍ରୀୟ ଆକ୍ରାନ୍ତ – ୮୪୭୭୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.