Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୯,୪୦୬ ନୂଆ ଆକ୍ରାନ୍ତ...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୯,୪୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୯ ମୃତ

33

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୯,୪୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୪,୭୯୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୪,୬୫,୫୫୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୯,୯୨୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୧,୨୬,୯୯୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୭୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୬୪୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୧%

ଆରୋଗ୍ୟ ହୋଇଛନ୍ତି ୯୮.୫୦%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୫, ୯୨, ୨୦, ୭୯୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୨, ୭୩, ୫୫୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୧ ୧୦୩୧୦ ୧୦ ୧୨୯
ଆନ୍ଧ୍ରପ୍ରଦେଶ ୧୭୮୭ ୨୩୧୬୭୦୪ ୩୧୯ ୧୪୭୩୩
ଅରୁଣାଚଳ ପ୍ରଦେଶ ୩୬୭ ୬୫୫୦୧ ୮୦ ୨୯୬
ଆସାମ ୪୭୪୫ ୭୨୮୧୧୯ ୮୦୨୨
ବିହାର ୧୦୨୩ ୮୩୧୧୪୪ ୨୫୦ ୧୨୨୮୪
ଚଣ୍ଡିଗଡ଼ ୮୭୯ ୯୫୦୮୫ ୧୪୮ ୧୧୭୧
ଛତିଶଗଡ ୩୫୧୩ ୧୧୫୦୮୪୯ ୪୨୮ ୧୪୦୭୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୪ ୧୧୫୨୧
ଦିଲ୍ଲୀ ୬୮୭୬ ୧୯୩୧୫୯୦ ୧୭୧୬ ୨୬୩୨୭
୧୦ ଗୋଆ ୯୭୪ ୨୪୭୯୭୫ ୧୧୨ ୩୮୫୫
୧୧ ଗୁଜୁରାଟ ୫୯୯୨ ୧୨୪୨୫୬୧ ୧୧୯୮ ୧୦୯୭୫
୧୨ ହରିୟାଣା ୪୦୯୭ ୧୦୧୯୪୬୦ ୬୫୭ ୧୦୬୪୭
୧୩ ହିମାଚଳ ପ୍ରଦେଶ ୫୨୨୭ ୨୯୪୩୫୦ ୯୫୧ ୪୧୭୩
୧୪ ଜାମ୍ମୁ କାଶ୍ମୀର ୫୧୩୩ ୪୫୮୩୩୬ ୬୭୯ ୪୭୭୬
୧୫ ଝାଡଖଣ୍ଡ ୯୫୬ ୪୩୪୩୯୯ ୧୮୦ ୫୩୨୭
୧୬ କର୍ଣ୍ଣାଟକ ୧୧୪୦୩ ୩୯୬୪୯୯୮ ୧୭୦୪ ୪୦୧୫୫
୧୭ କେରଳ ୧୧୭୮୬ ୬୬୪୫୨୫୦ ୧୮୪୯ ୭୦୫୪୮
୧୮ ଲଦାଖ ୯୭ ୨୮୬୩୫ ୨୨୮
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୧୩୮୫ ୧୦୩୮୭୦୧ ୨୪୭ ୧୦୭୫୮
୨୧ ମହାରାଷ୍ଟ୍ର ୧୧୯୦୬ ୭୮୯୫୯୫୪ ୨୧୯୦ ୧୪୮୧୨୯
୨୨ ମଣିପୁର ୨୯୭ ୧୩୬୮୬୫ ୧୫୨ ୨୧୩୩
୨୩ ମେଘାଳୟ ୭୨୩ ୯୩୪୭୧ ୫୧ ୧୬୦୯
୨୪ ମିଜୋରାମ ୧୨୮୩ ୨୩୧୯୩୮ ୨୨୩ ୭୧୧
୨୫ ନାଗାଲାଣ୍ଡ ୬୮ ୩୪୯୮୭ ୧୧ ୭୭୨
୨୬ ଓଡ଼ିଶା ୫୨୨୩ ୧୩୦୨୯୪୧ ୧୦୧୧ ୯୧୪୫
୨୭ ପୁଡୁଚେରୀ ୭୭୮ ୧୬୮୭୪୦ ୧୩୬ ୧୯୬୭
୨୮ ପଞ୍ଜାବ ୧୧୩୧୮ ୭୪୭୧୦୧ ୧୭୮୨୭
୨୯ ରାଜସ୍ଥାନ ୨୬୦୭ ୧୨୮୩୮୬୬ ୧୫୩ ୯୫୮୯
୩୦ ସିକ୍କିମ୍ ୫୯୮ ୪୧୫୨୨ ୧୯୩ ୪୭୪
୩୧ ତାମିଲନାଡୁ ୧୦୫୯୮ ୩୫୦୧୯୧୬ ୧୫୩୦ ୩୮୦୩୩
୩୨ ତେଲେଙ୍ଗାନା ୬୪୧୮ ୮୧୪୧୭୯ ୯୨୩ ୪୧୧୧
୩୩ ତ୍ରିପୁରା ୯୧୭ ୧୦୫୩୯୪ ୨୩୪ ୯୩୪
୩୪ ଉତ୍ତରାଖଣ୍ଡ ୨୫୦୫ ୪୩୪୨୮୯ ୨୩୭ ୭୭୧୭
୩୫ ଉତ୍ତରପ୍ରଦେଶ ୪୨୪୩ ୨୦୭୮୨୫୪ ୬୩୪ ୨୩୫୭୪
୩୬ ପଶ୍ଚିମବଙ୍ଗ ୯୦୦୬ ୨୦୬୭୨୮୪ ୧୭୨୦ ୨୧୩୮୯
ମୋଟ ୧୩୪୭୯୩ ୪୩୪୬୫୫୫୨ ୧୯୯୨୮ ୫୨୬୬୪୯ ୩୮

ଏତଦ୍‌ ବ୍ୟତୀତ କେରଳରେ ୧୧ଟି ଅଧିକ ମୃତ୍ୟୁ ସଂଖ୍ୟା ରିକନସାଇଲ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.