Home ଓଡ଼ିଶା ଦୁର୍ଘଟଣା ଗ୍ରସ୍ତ ଗାଡିରୁ ଗଞ୍ଜେଇ ଜବତ: ଗୁରୁତର ଆହତଙ୍କୁ ବଲାଙ୍ଗୀର ମେଡିକାଲ ସ୍ଥାନାନ୍ତର

ଦୁର୍ଘଟଣା ଗ୍ରସ୍ତ ଗାଡିରୁ ଗଞ୍ଜେଇ ଜବତ: ଗୁରୁତର ଆହତଙ୍କୁ ବଲାଙ୍ଗୀର ମେଡିକାଲ ସ୍ଥାନାନ୍ତର

37

କଳାହାଣ୍ଡି ୩୧-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) :ଜାତୀୟ ରାଜପଥ ୨୬ ରେ କିନେରକେଲା ବ୍ରିଜ ରେ ପିଟି ହୋଇଛି ପଶ୍ଚିମବଙ୍ଗ ର ଏକ କାର।ଏହି କାର ରେ ଚାପି ହୋଇଥିବା ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଦୁର୍ଘଟଣା କାର ର ତଳ ଭାଗରୁ ପୁଳା, ପୁଳା ଗଞ୍ଜେଇ ବାହାରୁଛି।ଗୁରୁତର ଙ୍କୁ କେସିଙ୍ଗା ପୋଲିସ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠେଇଥିବା ବେଳେ ଗାଡିରୁ ଗଞ୍ଜେଇ ଜବତ କରିଛି।ଗଞ୍ଜେଇ ର ପରିମାଣ ଜଣାପଡିନାହିଁ।ଏହା ଚୋରା ଚାଲାଣ ହେଉଥିବା ପୋଲିସ କହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.