Home କେନ୍ଦୁଝର ଦୁଇଟି କାର ମଧ୍ୟରେ ଧକ୍କା, ଜଣେ ଆହତ

ଦୁଇଟି କାର ମଧ୍ୟରେ ଧକ୍କା, ଜଣେ ଆହତ

128

ହାଟଡିହି, ୨ /୧୦- (ଓଡିଆ ପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର-ଭଦ୍ରକ ରାସ୍ତାର ହାଟଡିହି କଲେଜ ଛକ ନିକଟରେ ଦୁଇଟି କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗାଡି ଦୁଇଟି କ୍ଷତିଗ୍ରସ୍ଥ ହୋଇଥିବାବେଳେ ନନ୍ଦିପଦା ପୁଲିସ କାର ଦୁଇଟିକୁ ଜବଦ କରି ଥାନାକୁ ନେଇଛି । ଖବରରୁ ଜଣାଯାଇଛି ଯେ ହାଟଡିହି ଏକ ଅଲଟୋ କାର ଆସୁଥିବାବେଳେ ଛେନାପଦି ଛକ ପଟୁ ଏକ ଆଇ ଟୋଣ୍ଟି କାର ଯାଉଥିବା ସମୟରେ କଲେଜ ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଗାଡିର ଚାଳକ ସାମାନ୍ୟ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.