ad
ଓଡ଼ିଶା

ତେଲକୋଇ ବିଧାନସଭା ପ୍ରାର୍ଥୀ ପାଇଁ ୩ଜଣ ଦଳୀୟ ଲଢୁଆ ନେତାଙ୍କ ପ୍ରାର୍ଥୀ ପତ୍ର ଦାଖଲ

କେନ୍ଦୁଝର,ତା ୪ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଆଜି ନିର୍ବାଚନର ଶେଷ ପର୍ଯ୍ୟାୟରେ ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଦାଖଲର ଶେଷ ଦିନରେ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ନିମନ୍ତେ ବିଜେଡି ଦଳ ପକ୍ଷରୁ ପ୍ରେମାନନ୍ଦ ନାୟକ, କଂଗ୍ରେସ ଦଳ ପକ୍ଷରୁ ପ୍ରଶାନ୍ତ କୁମାର ଦଳେଇ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ତାଙ୍କର ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି । ଏଥିସହ ପୂର୍ବରୁ ବିଜେପି ଦଳ ପକ୍ଷରୁ ଧନୁର୍ଜୟ ସିଦ୍ଧୁ ଓ ସ୍ବାଧିନ ପ୍ରାର୍ଥୀ ଭାବେ ଇନ୍ଦ୍ରମଣୀ ଦେହୁରୀ ନାମାଙ୍କନପତ୍ର ଦାଖଲ କରିଥିବାର ଜଣାପଡ଼ିଛି । ପ୍ରାର୍ଥୀମାନେ ନିଜ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ସହଯୋଗରେ ବିଶାଳ ଶୋଭାଯାତ୍ରାରେ ବାହାରି କେନ୍ଦୁଝର ସହର ପରିକ୍ରମା ସାରି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top