ad
ଓଡ଼ିଶା

ତାଜା ଖବର : ପୁରୀ ଅଟୋ ଟାକ୍ଟର ଧକ୍କା ୯ ଗୁରୁତର ଆହତ ଡାକ୍ତରଖାନାରେ ଭର୍ତ୍ତି

ପୁରୀ ୨୦-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହର ଉପକଣ୍ଠରେ ଥିବା ଜଗନ୍ନାଥ ସଡ଼କର ଶୁକଳ ଛକ ନିକଟରେ ଏକ ଅଟୋକୁ ଟ୍ରାକ୍ଟର ଧକ୍କା ଦେବା ଫଳରେ ଅଟୋରେ ବସିଥିବା ସମସ୍ଥ ୯ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ପୁରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ ଏହି ୯ ଜଣ ଆହତ ବ୍ୟକ୍ତିମାନେ ପୁରାରେ ସବୁଜ ପତ୍ରିକା ଆନ୍ଦୋଳନରେ ଯୋଗଦେବାପାଇଁ ଆସୁଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top