Home Top News ତାଜା ଖବର : କଟକ ବାଦାମ ବାଡ଼ି ଭରତିଆ ଟାୱାରରେ ଅଗ୍ନିକାଣ୍ଡ

ତାଜା ଖବର : କଟକ ବାଦାମ ବାଡ଼ି ଭରତିଆ ଟାୱାରରେ ଅଗ୍ନିକାଣ୍ଡ

38

କଟକ, ୨୩-୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜନଗହଳି ସ୍ଥାନ ବାଦାମ ବାଡ଼ି ଠାରେ ଥିବା ଭରତୀଆ ଟାୱାରରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। କେହି ହତାହତ ହେବାର ଖବର ଏ ପର୍ଯ୍ୟନ୍ତ ନାହିଁ। ଅଧିକ ଖବରକୁ ଅପେକ୍ଷା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.