ad
କେନ୍ଦୁଝର

ଡାକ୍ତର ବିଜୟ ରାଉତ କରୋନା ଆକ୍ରାନ୍ତ

ହାଟଡିହି ୧୩ । ୯ : ହାଟଡିହି ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ନିଜକୁ ନିୟୋଜିତ କରି ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଡାକ୍ତର ବିଜୟ ନାରାୟଣ ରାଉତ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ତାଙ୍କ ରିପୋର୍ଟ ପଜଟେିଭ ଆସିବାପରେ ତାଙ୍କୁ ଭୁବନେଶ୍ୱର ଅଶ୍ୱିନୀ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ଗତ କିଛିଦିନ ମଧ୍ୟରେ ତାଙ୍କ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ସେମନଙ୍କ ସ୍ୱାବ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top