Home Top News ଡାକ୍ତରମାନେ ଆଶ୍ଚର୍ଯ୍ୟ : ଶାରୀରିକ ସମ୍ବନ୍ଧ ବେଳେ ବଡ ଦୁର୍ଘଟଣା- ଭାଙ୍ଗିଗଲା ପ୍ରାଇଭେଟ ପାର୍ଟ୍ସ ସୁସ୍ଥ...

ଡାକ୍ତରମାନେ ଆଶ୍ଚର୍ଯ୍ୟ : ଶାରୀରିକ ସମ୍ବନ୍ଧ ବେଳେ ବଡ ଦୁର୍ଘଟଣା- ଭାଙ୍ଗିଗଲା ପ୍ରାଇଭେଟ ପାର୍ଟ୍ସ ସୁସ୍ଥ ହେବାକୁ ଏତିକି ସମୟ ଲାଗିବ

631

ନୂଆଦିଲ୍ଲୀ ୦୩ ଜୁଲାଇ (ଓଡିଆ ପୁଅ) ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବାବେଳେ ପୁରୁଷଙ୍କର ଯୌନାଙ୍ଗ ଭାଙ୍ଗିଯାଇଥିଲା। ତୁରନ୍ତ ରକ୍ତାକ୍ତ ଅବସ୍ଥାରେ ପୁରୁଷଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ୟକ୍ତିଗତ ଅଂଶରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ପୀଡିତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ତେବେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି।

ଏକ ଇଂରାଜୀ ନ୍ୟୁଜ୍ ପେପରର ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ କହିଛନ୍ତି ଯେ ପୀଡିତଙ୍କ ଏମଆରଆଇ ସ୍କାନ କରାଯାଇଛି, ଯେଉଁଥିରେ ବ୍ୟକ୍ତିଗତ ଅଂଶରେ ୪ ସେମି ଲମ୍ବା ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି।

ଅସ୍ତ୍ରୋପଚାର ସଫଳ
ବର୍ତ୍ତମାନ ଡାକ୍ତରମାନେ ପୀଡିତଙ୍କ ଅପରେସନ୍ କରିଛନ୍ତି। ପ୍ରାୟ ୪ ଘଣ୍ଟା ଅସ୍ତ୍ରୋପଚାର ପରେ ଯୁବକଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ତାଙ୍କ ସୁସ୍ଥ ହେବା ପାଇଁ ବହୁତ ସମୟ ଲାଗିବ। ୬ ମାସ ପରେ ସେ ଶାରୀରିକ ସମ୍ପର୍କ ରଖିପାରିବେ ବୋଲି ଡାକ୍ତର କହିଛନ୍ତି। ତେବେ ଡାକ୍ତରମାନେ କହିଛନ୍ତି ଯେ ଗତ ୪୦ ବର୍ଷ ମଧ୍ୟରେ ସେମାନେ ଏଭଳି ଘଟଣା ଦେଖିନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.