Home ଓଡ଼ିଶା ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ ସଂରକ୍ଷିତ ଟିକଟ

ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ ସଂରକ୍ଷିତ ଟିକଟ

87

ପୁରୀ, ୦୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରେଳ ଯାତ୍ରୀଙ୍କ ପାଇଁ ଭଲ ଖବର। ଏଣିକି ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ ସଂରକ୍ଷିତ ଟିକଟ। ଚଳିତମାସ ୧୦ରୁ ରିଜର୍ଭେସନ୍‌ଚାର୍ଟର ଏହି ନିୟମ ଲାଗୁ ହେବାକୁ ଯାଉଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.