Home ଓଡ଼ିଶା ଜୁଆଆଡା ଉପରେ ପୁଲିସର ଚଢଉ ୪ଗିରଫ,୧୯ହଜାର ଟଙ୍କା ଜବତ

ଜୁଆଆଡା ଉପରେ ପୁଲିସର ଚଢଉ ୪ଗିରଫ,୧୯ହଜାର ଟଙ୍କା ଜବତ

30

ମାଲକାନଗିରି,୨ା୧(ଓଡିଆପୁଅ ) ମାଲକାନଗିରି ଥାନାପୁଲିସ ଜୁଆଆଡାଉପରେ ଚଢଉକରି ୪ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ଟାରୁ ୧୯ହଜାର୧୫୦ଟଙ୍କା ଜବତ କରିଛନ୍ତି । ମାଲକାନଗରି ବ୍ଲକସ୍ଥ ଉଡୁପା ପଚାଂୟତ ତୁଲେନଗୁଡା ଗ୍ରାମ ମୁଣ୍ଡରେ ଥିବା ଏକ ଆମ୍ବତୋଟାରେ ଗତକାଲି ରାତ୍ରରେ ନୂଆବର୍ଷ ଉପଲକ୍ଷେ କିଛି ଲୋକ ଜୁଆଖେଳୁଥିବାର ପୁଲିସ ଖବର ପାଇ ମାଲକାନଗରି ଥାନା ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ସବଇନିସପେକ୍ଟର ପ୍ରଭାତ ଗୌଡ,ଜି.କେ ସାରକା,ମାନସି ବେହେରା ପୁଲିସ ସଦଳବଳ ସେଠାରେ ପହଁଚି ଚଢଉକରିଥିଲେ । ଚଢଉବେଳେ ରାତ୍ରର ଅନ୍ଧାରରେ କିଛି ଲୋକ ଦୌଡିପଳାଇଥିବା ବେଳେ ପୁଲିସ ୪ଜଣଙ୍କୁ କାବୁକରିନେଇ ଥିଲେ । ଘଟଣାସ୍ଥଳରୁ ନଗଦ ୧୯ହଜାର୧୫୦ଟଙ୍କା, ଖୁଡୁଖୁଡି,ଜୁଆଖେଳିବା ସାମଗ୍ରୀ ଜବତକରି ବେଆଇନ ଭାବେ ଜୁଆଖେଳିବା ଅଭିଯୋଗରେ ଛତିଶଗଡ ରାଜ୍ୟ ସୁକୁମାଜିଲ୍ଲା ପୁସପାଲି ଥାନା ଅଚଂଳର ଇର୍ମା ପଡିଆମୀ(୩୦),ମାଲକାନଗିରି ଥାନାସ୍ଥ ଉଡୁପାଗ୍ରାମର କୃଷ୍ଣବୁରୁଦା(୪୫),ଘେନୁରାମ ପାଟଲା(୩୦),ଘାଷିରାମ ପେଦି(୫୫)ଙ୍କୁ ପୁଲିସ ଗିରଫ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.