Home ଓଡ଼ିଶା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପଜିଟିଭ ବାହାରିବା ପରେ ୩ଦିନ ପାଇଁ ମେଡିକାଲ ସଟଡାଉନ ଘୋଷଣା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପଜିଟିଭ ବାହାରିବା ପରେ ୩ଦିନ ପାଇଁ ମେଡିକାଲ ସଟଡାଉନ ଘୋଷଣା

123

କେନ୍ଦ୍ରାପଡା ୨୨/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପଜିଟିଭ ବାହାରିବା ପରେ ଆଜି ଠାରୁ ମେଡିକାଲକୁ ୩ଦିନ ପାଇଁ ସଟଡାଉନ ଘୋଷଣା କରିଛି ପ୍ରଶାସନ। କେବଳ ଜରୁରୀକାଳିନ ସେବାକୁ ଛାଡି ସାଧାରଣ ରୋଗୀଙ୍କ ପାଇଁ ୭୨ଘଂଟା ପର୍ଯ୍ୟନ୍ତ ମେଡିକାଲକୁ ନିଷିଦ୍ଧ କରାଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖାଯାଇ ଏଭଳି ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.