Home ଓଡ଼ିଶା ଜମି ଜବରଦଖଲ ପାଇଁ ବ୍ରାହ୍ମଣ ନିଯୋଗ ଙ୍କ ଅସହଯୋଗ, ନୀତିରେ ବିଳମ୍ବ

ଜମି ଜବରଦଖଲ ପାଇଁ ବ୍ରାହ୍ମଣ ନିଯୋଗ ଙ୍କ ଅସହଯୋଗ, ନୀତିରେ ବିଳମ୍ବ

191

ଭୁବନେଶ୍ଵର,୦୪/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଭୁ ଲିଙ୍ଗରାଜଙ୍କ ଜମିକୁ ଜବରଦଖଲ ଅଭିଯୋଗ ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ପ୍ରଭୁଙ୍କ ନୀତିରେ ଅସହଯୋଗ । ଏଥିଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବିଳମ୍ବିତ ହୋଇଛି । ଉପାସରେ ପ୍ରଭୁ ରହିଛନ୍ତି । ଗଙ୍ଗୁଆନାଳ ନିକଟରେ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଜମି ଜବରଦଖଲକୁ ବିରୋଧ କରିଛନ୍ତି ଦୁଇ ନିଯୋଗ । ଏଥିପାଇଁ ମନ୍ଦିର ଓ ପ୍ରଶାସନକୁ ଦାୟୀ କରାଯାଇଛି । ଦୁଇ ନିଯୋଗର ଅସହଯୋଗ ଯୋଗୁ ପ୍ରଭୁଙ୍କ ରୋଷ ହୋମ ନୀତି ହୋଇପାରିନାହିଁ । ସକାଳୁ ନୀତିକାନ୍ତି ବନ୍ଦ ରହିଛି ।

୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.