Home ଜିଲ୍ଲା ପରିକ୍ରମା ଜଣେ ଛାତ୍ରଙ୍କର କରୋନା ପଜିଟିଭ ଚିହ୍ନଟ,କଲେଜକୁ କଟେଂନମେଟଂ ଜୋନ ଘୋଷଣା

ଜଣେ ଛାତ୍ରଙ୍କର କରୋନା ପଜିଟିଭ ଚିହ୍ନଟ,କଲେଜକୁ କଟେଂନମେଟଂ ଜୋନ ଘୋଷଣା

70

ମାଲକାନଗିରି,୧୦ା୪( ଓଡିଆ ପୁଅ ) ଜିଲ୍ଲାସଦର ମହକୁମାସ୍ଥ ଘଡେଇ ଆବାସିକ ଘରୋଇ ମହାବିଦ୍ୟାଳୟ ର ଜଣେ ଛାତ୍ର ଙ୍କର କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାପ୍ରଶାସନ ପକ୍ଷରୁ କଲେଜକୁ କଟେଂନମେଟଂ ଜୋନ ଘୋଷଣାକରା ଯାଇ କଲେଜରେ କ୍ଲାସକୁ ବନ୍ଦ କରିଦିଆଯାଇଛି । ସୁଚନା ଯୋଗ୍ୟ ଯେ ଜଣେ ଛାତ୍ରଙ୍କୁ ଥଣ୍ଡା,କାଶ ଜ୍ୱର ହେବାରୁ କଲେଜ କର୍ତୁପ କ୍ଷ ତାଙ୍କୁ ଚିକିତ୍ସା କରି ତାଙ୍କ ଘରକୁ ପଠାଇଦେଇଥିଲେ । ପରେ ତାଙ୍କର କୋଭିଡ ପରୀକ୍ଷା କରାଯିବାରୁ ତାଙ୍କର ପଜିଟିଭ ଚିହ୍ନଟ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି କଲେଜକୁ କଟେଂନ ମେଟଂଜୋନ ଘୋଷଣା କରାଯାଇ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଓ ସମସ୍ତ ଛାତ୍ର ଛାତ୍ରୀ ଙ୍କର କୋଭିଡ ଟେଷ୍ଟ କରାଯାଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.