Home କେନ୍ଦୁଝର ଛିଡା ହୋଇଥିବା ଦଶଚକିଆକୁ ପିଟିଲା ଦଶଚକିଆ, ଜଣେ ଆହତ

ଛିଡା ହୋଇଥିବା ଦଶଚକିଆକୁ ପିଟିଲା ଦଶଚକିଆ, ଜଣେ ଆହତ

50

ହାଟଡିହି-୨୪ / ୪: (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର-ଭଦ୍ରକ ରାସ୍ତାର ଆମ୍ବଗଡିଆ ଛକ ନିକଟରେ ରାସ୍ତାକଡରେ ଠିଆ ହୋଇଥିବା ଏକ ଦଶଚକିଆ ଟ୍ରକକୁ ପିଛାରୁ ଆସୁଥିବା ଏକ ଦଶଚକିଆ ଟ୍ରକ ଧକ୍କା ଦେବାରୁ ଜଣେ ଆହତ ହୋଇଥିବା ସୁଚନା ମିଳିଛି । ଖବାରୁ ଜଣାଯାଇଛି ଯେ ଆମ୍ବଗଡିଆ ଛକ ନିକଟରେ ଏକ ଦଶଚକିଆ ଟ୍ରକ ଠିଆ ହୋଇଥିବା ବେଳେ ଆନନ୍ଦପୁର ପଟୁ ଆସୁଥିବା ଆଉ ଏକ ଦଶଚକିଆ ଟ୍ରକ ପିଛାପଟୁ ଧକ୍କା ଦେଇଥିଲା । ଫଳରେ ଗାଡିର ଡ୍ରାଇଭର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.