Home ଜିଲ୍ଲା ପରିକ୍ରମା ଘରୋଇ ଡାକ୍ତରଖାନା କେୟାର ଏଣ୍ଡ କେୟାର ର ଉଦ୍ଦଘାଟନ କରିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଘରୋଇ ଡାକ୍ତରଖାନା କେୟାର ଏଣ୍ଡ କେୟାର ର ଉଦ୍ଦଘାଟନ କରିଲେ ସ୍ୱାସ୍ଥ୍ୟମନ୍ତ୍ରୀ

26

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ରେ ଏକ ଘରୋଇ ଡାକ୍ତରଖାନା ର ଶୁଭ ଉଦ୍ଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ଅଂଚଳର ବିଶିଷ୍ଟ ଶିଳ୍ପପତି ଶୁଭେନ୍ଦୁ ଭୁଷଣ ବେହେରାଙ୍କ ଉଦ୍ୟମ ରେ ବାସୁଦେବପୁର ରେ ସ୍ୱାସ୍ଥ୍ୟ ସେବାର ସୁଧାର ଅଣିବା ପାଇଁ କେୟାର ଏଣ୍ଡ କେୟାର ହସ୍ପିଟାଲ ର ପ୍ରତିଷ୍ଠା କରାଯାଇଛି । ଏହି ଘରୋଇ ଡାକ୍ତରଖାନା କୁ ଆଜି ଶୁଭ ଉଦ୍ଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଶୁଭ ଉଦ୍ଦଘାଟନ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ , ବଡସାହି ବିଧାୟକ ସନାତନ ବିଜୁଳି , ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ , ବାସୁଦେବପୁର ପୌରପାଳିକାର ଅଧ୍ୟକ୍ଷା ନିବେଦିତା ବେହେରା , ଉପାଧ୍ୟକ୍ଷ ଉତମ କୁମାର ବାରିକ , ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ସୁଶାନ୍ତ ସାମନ୍ତ, ବିଜେପି ଜିଲ୍ଲା ଉପସଭାପତି ଉଦୟନାରାୟଣ ମଲ୍ଲିକ, ବିଜେପି ନେତା ବାଣି କଲ୍ୟାଣ ମହାନ୍ତିଙ୍କ ସହିତ ଅନ୍ୟମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.