Home Top News ଗଭାର ସମୁଦ୍ର, ମହିଳା ଏକୁଟିଆ – କ’ଣ କରୁଛି ହ୍ୱେଲ୍ ଦେଖନ୍ତୁ ଭିଡ଼ିଓ

ଗଭାର ସମୁଦ୍ର, ମହିଳା ଏକୁଟିଆ – କ’ଣ କରୁଛି ହ୍ୱେଲ୍ ଦେଖନ୍ତୁ ଭିଡ଼ିଓ

49

ନୂଆ ଦିଲ୍ଲୀ ୯ -୧୦ (ଓଡ଼ିଆ ପୁଅ) ଗଭାର ସମୁଦ୍ରରେ ଜଣେ ମହିଳା ଛୋଟ ବୋଟଟିଏ ନେଇ ବୋଟି କରୁଛନ୍ତି। ଇତି ମଧ୍ୟରେ ଏକ ବିଶାଳକାୟ ହ୍ୱେଲ ତାଙ୍କ ବୋଟ ନିକଟକୁ ଆସୁଛି। ମହିଳା ଏକୁଟିଆ, କ’ଣ କରିବେ କିଛି ବୁଦ୍ଧି ବାଟ ପାଉନାହାଁନ୍ତି। କିନ୍ତୁ ଯଦି ହ୍ୱେଲ ବୋଟ ଉପରେ ଆକ୍ରମଣ କରିବ କିମ୍ବା ବୋଟ କୁ ପିଟି ଦେବ ତେବେ କ’ଣ ହେବ ଭାବନ୍ତୁ। ଅବଶ୍ୟ ଡେଣାରେ ଥରେ ପିଟିଛି ଏବଂ ବୋଟ କିଛି ଦୂର ଆଗକୁ ଚାଲିଯାଇଛି। ପରେ ପୁଣି ହ୍ୱେଲ ପୁଣି ବୋଟ ତଳେ ପହଁରିବେରେ ଲାଗିଛି। ଡର ତ ଲାଗୁଛି, କିନ୍ତୁ କରିବେ କ’ଣ? ବୁଦ୍ଧି ପାଉନାହିଁ। ଯଦି ମାଛଟି ଉପରକୁ ଉଠିଯିବ ବୋଟତ ଲେଉଟି ପଡ଼ିବ। କିନ୍ତୁ କହନ୍ତି ରଖି ହରି ତ ମାରେ କିଏ? ଆପଣ କହିପାରିବେ ଏହାପରେ କ’ଣ ହୋଇଥିବ… ଭିଡ଼ିଓ ଦେଖି ଆପଣଙ୍କ ମତାମତ ଦେଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.