Home ଓଡ଼ିଶା କ୍ଷୟକ୍ଷତିର ରିପୋର୍ଟ ମାଗିଲେ ଏସଆରସି

କ୍ଷୟକ୍ଷତିର ରିପୋର୍ଟ ମାଗିଲେ ଏସଆରସି

240

ଭୁବନେଶ୍ୱର,୧୧ /୦୮,(ଓଡିଆ ପୁଅ/ ପଙ୍କଜିନୀ ନାୟକ): ଚଳିତ ବନ୍ୟା ଓ ବର୍ଷା ନେଇ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି ଏସଆରସି ।

ତେବେ ୯ଟି ଜିଲ୍ଲା ମଧ୍ୟରେ  ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଓ ସମ୍ବଲପୁର ଜିଲ୍ଲା ସାମିଲ ରହିଛି । ଅଗଷ୍ଟ ୧୭ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏହା ସହ କ୍ଷୟକ୍ଷତି ହୋଇଥିବା ସ୍ଥାନର ଫଟୋ ପ୍ରମାଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.