Home କୋରାପୁଟ କୋରାପୁଟ ସହରରେ  ୨ୟ ଦିନ ଜବରଦଖଲ ଉଛେଦ

କୋରାପୁଟ ସହରରେ  ୨ୟ ଦିନ ଜବରଦଖଲ ଉଛେଦ

51

କୋରାପୁଟ ୦୫-୧୦(ଓଡିଆ ପୁଅ /ରଂଜନ ଦାସକୋରାପୁଟ ସହରରେ ଅନଧିକୃତ ସରକାରୀ ଜମି ଦଖଲ କରି ଦୋକାନ ଓ ଘର କରି ରହିଥିବା ଗୃହଗୁଡିକ ୨ ୟ ଦିନରେ ଉଛେଦ କରାଯାଇଥିବା ଜଣାପଡିଛି ।କୋରାପୁଟ ବାଟମଙ୍ଗଳା ଛକଠାରୁ ପେଟ୍ରୋଲ ପମ୍ପ  ମଧ୍ୟରେ ରହିଥିବା ଦୋକାନ କେବିନ ଓ ରାସ୍ତା କଡରେ ରହିଥିବା ଗୁଡିକ ମେସିନ ସାହାଯ୍ୟରେ ଉଛେଦ କରାଯାଇଥିଲା । ।ଉଛେଦ ସମୟରେ କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଭେଦ ଭୂଷଣ (ଆଇଏଏସ ପ୍ରୋବେସେନାରୀ),କୋରାପୁଟ ତହସିଲଦାର ରଂଜନ କୁମାର ମାନସେଠ , କୋରାପୁଟ ପୋଲିସ ଉପଖଣ୍ଡ ଅଧିକାରୀ ଗୁଣନିଧି ମଲ୍ଲିକ , ଟାଉନଥାନା ଏସଆଇ ଜଶୋବନ୍ତ ସେଲମା , ତହସିଲ ସୁପରଭାଇଜର ରଘୁନାଥ ଖଟେଇ ପ୍ରମୁଖଙ୍କ ସହ କୋରାପୁଟ ମ୍ୟୁନସିପାଲଟି ଓ ଟାଟା ପାଓାରର କର୍ତୂପକ୍ଷ ଉପସ୍ଥିତ ଥିଲେ ।ଆସନ୍ତାକାଲି ଉଛେଦ ପ୍ରକ୍ରୀୟା ବନ୍ଦ ରହିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.