Home Coronavirus Outbreak କେନ୍ଦ୍ରାପଡା ସହରରେ ପୁଣି ୪ କରୋନା ପଜିଟିଭ

କେନ୍ଦ୍ରାପଡା ସହରରେ ପୁଣି ୪ କରୋନା ପଜିଟିଭ

104

କେନ୍ଦ୍ରାପଡା ୧୧/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସହରରେ ପୁଣି ୪ କରୋନା ପଜିଟିଭ ବାହାରିଥିବା ସୂଚନା ମିଳିଛି। ସହରରେ ପୁରୁଣାବସଷ୍ଟାଣ୍ଡ ସନିକଟସ୍ଥ ଏକ ଗ୍ରାମରେ ନିକଟରେ ମୃତ୍ୟୁବରଣ କରିଥିବା ଜନୈକ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ପରୀକ୍ଷା କରାଯିବାରେ ୪ଜଣଙ୍କର କରୋନା ପଜିଟିଭ ବାହାରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ସଂପୃକ୍ତ ମୃତବ୍ୟକ୍ତିଙ୍କ ପତ୍ନୀଙ୍କୁ ଗୃହସଙ୍ଗରୋଧରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ଛତା କୋଭିଡ ହସପିଟାଲକୁ ପଠାଯାଇଥିବା ପୋରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.