Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଏସପି ୧୫ଦିନିଆ ଛୁଟିରେ ଗଲେ ଯାଜପୁର ଏସପି ଦାୟୀତ୍ୱରେ

କେନ୍ଦ୍ରାପଡା ଏସପି ୧୫ଦିନିଆ ଛୁଟିରେ ଗଲେ ଯାଜପୁର ଏସପି ଦାୟୀତ୍ୱରେ

42

କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଏକ ୧୫ଦିନିଆ ଛୁଟିରେ ଯିବା ପରେ ତାଙ୍କ ଦାୟୀତ୍ୱରେ ଯାଜପୁର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ରହିଥିବା ସୂଚନା ମିଳିଛି। ଆସନ୍ତା ନଭେମ୍ବରମାସ ୩୦ତାରିଖ ପର୍ଯ୍ୟନ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ଭାବେ ଦାୟୀତ୍ୱ ନିର୍ବାହ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.