Home ଓଡ଼ିଶା କାନ୍ଥ ଭୁଷୁଡି ଶାଶୁ ମୃତ, ବୋହୁ ହସ୍ପିଟାଲରେ ଭର୍ତ୍ତି

କାନ୍ଥ ଭୁଷୁଡି ଶାଶୁ ମୃତ, ବୋହୁ ହସ୍ପିଟାଲରେ ଭର୍ତ୍ତି

278

କଳାହାଣ୍ଡି,୧୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମାଟି କାନ୍ଥ ଭୁଷୁଡ଼ି ଶାଶୁ ମୃତ, ବୋହୂ ଗୁରୁତର । କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଭବାନୀପାଟଣା ଅର୍କାବାହାଳିପଡ଼ାରେ ଏଭଳି ଘଟଣା ଘଟିଛି । ଗୁରୁତର ବୋହୂଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଉଭୟ ଶାଶୁ ଓ ବୋହୂ ରୋଷେଇ କରୁଥିବା ବେଳେ ହଠାତ୍‌ କାନ୍ଥ ଭୁଷୁଡ଼ି ପଡିଥିଲା । ସ୍ଥାନୀୟ ଲୋକ ଦୁଇଜଣଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଶାଶୂ ରାଣୀମତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.