Home Top News କଟକରେ ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ର ଉପରେ ଚଢ଼ାଉ

କଟକରେ ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ର ଉପରେ ଚଢ଼ାଉ

73

କଟକ : ୧୮/୧ (ଓଡ଼ିଆ ପୁଅ /ଅଭୟ ଜେନା) ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ବେଆଇନ ହୋଇଥିଲେ ହେଁ କଟକ ମଙ୍ଗଳାବାଗର ଏକ ଲ୍ୟାବରେ ଏହି ବେଆଇନ କାର୍ଯ୍ୟ ଚାଲିଥିଲା। ଖବର ପାଇ ପୋଲିସ ଚଢ଼ାଉକରିବା ପରେ ଲିଙ୍ଗ ନିରୂପଣ ଚାଲିଥିବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି। ଏହି ଲ୍ୟାବ ମାଲିକ ୫ ହଜାର ଟଙ୍କା ନେଇ ଲିଙ୍ଗ ନିରୁପଣ ଚଳାଇ ଥିବା ଅଭିଯୋଗ ହୋଇଥିଲା। ଏନେଇ ଲ୍ୟାବ କର୍ତ୍ତୃପକ୍ଷ ମଧ୍ୟ ସ୍ବୀକାର କରିଛନ୍ତି। ଲିଙ୍ଗ ନିରୂପଣ ଯନ୍ତ୍ରାଂଶ ପୋଲିସ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.