ad
ଓଡ଼ିଶା

ଏହି ୨ ଜିଲ୍ଲାରେ ମରୁଡି ଆଶଙ୍କା

ଭୁବନେଶ୍ୱର,୧୨ ।୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ଏବେ ସାରା ରାଜ୍ୟରେ ବର୍ଷା ହେଉଥିବା ବେଳେ ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ମରୁଡି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଏହି ୨ ଜିଲ୍ଲାରେ ସ୍ୱାଭାବିକଠାରୁ ବହୁ କମ୍ ପରିମାଣର ବର୍ଷା ହୋଇଛି । ଏହା ଛଡା ୧୦ଟି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ମଧ୍ୟ ହୋଇଛି ।

ସେହି ୧୦ଟି ଜିଲ୍ଲା ହେଉଛି- ନୂଆପଡା, ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର, ମୟୂରଭଞ୍ଜ, ଅନୁଗୁଳ ଓ କେନ୍ଦ୍ରପଡା । ଆଗାମୀ ଦିନରେ ବର୍ଷା ନହେଲେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହେବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top