ad
ଓଡ଼ିଶା

ଏଲ୍‌ଇଡି ଭିଡିଓ ଭ୍ୟାନ୍‌ପ୍ରଚାର ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫/୩ (ଓଡ଼ିଆ ପୁଅ) : ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଏଲ୍‌ଇଡି ଭିଡିଓ ଭ୍ୟାନ୍‌ପ୍ରଚାର ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ପ୍ରଚାରରେ ୩୧୪ଟି ଛୋଟ ଏବଂ ୩୦ଟି ବଡ଼ ଏଲ୍‌ଇଡି ଭ୍ୟାନ୍‌ଗୁଡିକୁ ସାମିଲ କରାଯାଇଛି। କେନ୍ଦ୍ର ଦ୍ୱାରା ଓଡ଼ିଶା କିପରି ଅବହେଳା ହେଉଛି ସେ ସଂପର୍କରେ ଏହି ଭ୍ୟାନ୍‌ଗୁଡିକ ଓଡ଼ିଶାର ପ୍ରତ୍ୟେକ ନାଗରିକମାନଙ୍କ ମଧ୍ୟରେ ଜନସେଚତନତା ସୃଷ୍ଟି କରିବ। ୩୧୪ଟି ଛୋଟ ଭ୍ୟାନ୍‌ପ୍ରତ୍ୟେକ ବ୍ଲକର ସମସ୍ତ ପଞ୍ଚାୟତଗୁଡିକରେ ଏବଂ ୩୦ଟି ବଡ଼ ଭ୍ୟାନ୍‌ପ୍ରତ୍ୟେକ ସହରାଞ୍ଚଳଗୁଡିକରେ ବୁଲି ଜନସଚେତନତା ସୃଷ୍ଟି କରିବେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top