Home କୋରାପୁଟ ଉତ୍କଳ ସାମ୍ବାଦିକ ସଙ୍ଘ କୋରାପୁଟ ଜିଲ୍ଲା ଶାଖାର ବୈଠକ

ଉତ୍କଳ ସାମ୍ବାଦିକ ସଙ୍ଘ କୋରାପୁଟ ଜିଲ୍ଲା ଶାଖାର ବୈଠକ

82

କୋରାପୁଟ:୩୧/୭ (ଓଡ଼ିଆପୁଅ/ଅଭିନାଶ ଜାନାମ)କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସର୍କିଟ ହାଉସ ସଭା ଗୃହରେ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଜିଲା କାର୍ଯ୍ୟକାରୀ ସଭାପତି ନିରଜ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ସଭାପତି ଶ୍ରୀ ନରସିଂହ ବର୍ମା ଉପଦେଷ୍ଟା ଶ୍ରୀ କୀର୍ତ୍ତି ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ମାନସ ରଞ୍ଜନ କର, ଉପସଭାପତି ଚୈତନ ହାନ୍ତାଳ, କୋଷାଧ୍ୟକ୍ଷ ସୁଦର୍ଶନ ସେନାପତି, ଅର୍ଗାନାଇଜିଙ୍ଗସଂପାଦକ ସୁନାମ ହାନ୍ତାଳ, ଯୁଗ୍ମ ସମ୍ପାଦକ ଅରୁଣ ଓଝା, କାର୍ଯ୍ୟକାରୀ ସଦସ୍ୟ ଗୋପାଳ କୃଷ୍ଣ ପାଢ଼ୀ, ଅଭିନାଶ ଜାନାମ, ପତି ମୁଠେଇ, ପ୍ରମୁଖ ଯୋଗଦେଇ ଥିଲେ।ଜନସାଧାରଣ ଙ୍କ ସମସ୍ୟା ଗୁଡିକକୁ ସରକାର ଓ ପ୍ରଶାସନନିକଟରେ ପହଞ୍ଚାଇବା ନିରପେକ୍ଷ ସମ୍ବାଦ ପରିବେଷଣ ଉଭୟ ପକ୍ଷର ବିଚାର କୁ ନେଇ ସତ୍ୟ ଖବରଗୁଡିକକୁପରିବେଷଣ କରିବା ବିଷୟ ରେ ଉପଦେଷ୍ଟା ଶ୍ରୀ କୀର୍ତ୍ତି ଚନ୍ଦ୍ର ସାହୁ ଯୁବ ସାମ୍ବାଦିକ ମାନଙ୍କୁଉତ୍କଳସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ଶ୍ରୀ ବିଭୁତି ଭୂଷଣ କର ବିଡ଼ିଓ କନପ୍ରେସିଙ୍ଗମାଧ୍ୟମରେ ପରାମର୍ଶ ଦେଇଥିଲେ। ସାମ୍ବାଦିକ ମାନଙ୍କ ଆଚରଣ ଉଚ୍ଚାରଣ ନୀତି ଆଦର୍ଶ କୁ ଗୁରୁତ୍ୱ ଦେବା, ଲୋକମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା କୁ ଚିନ୍ହଟ କରିବା ଗ୍ରାମାଞ୍ଚଳର,ମପସଲ, ଓ ପୋଲିଅଞ୍ଚଳରେ ଥିବା ସମସ୍ୟା ଗୁଡିକ ସରକାର ଙ୍କ ଦୃଷ୍ଟି ଆକର୍ଷଣ ବିଷୟରେ ଆଲୋକପାତ କରାଯାଇଥିଲା। ବିଗତ ଦିନ ମାନଙ୍କ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଆକ୍ରମଣ କୁବୈଠକ ରେ ନିନ୍ଦା କରାଯାଇଥିଲା, ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ସାମ୍ବାଦିକ ମାନଙ୍କ ସୁରକ୍ଷା ସରକାର ଓ ପ୍ରଶାସନର ଉଦାସୀନତା ଉପରେ କ୍ଷବ ପ୍ରକାଶ କରାଯାଇଥିଲା ଜିଲାର ଭିବିନ୍ନ ବ୍ଲକ ସହରାଞ୍ଚଳଆସିଥିବା କାର୍ଯ୍ୟ ରତ ସାମ୍ବାଦିକ, ହାବିଲ ଡଙ୍ଗରି, ପ୍ରପୁଲ ଖସଲା,ଗୋପୀନାଥ କାର୍ତୁଲ,ଚନ୍ଦ୍ରକାନ୍ତ ସୁତାର, ଦିଲୀପ ଖରା, ରୀଙ୍କୁ ଚୌଦ୍ରୀ, ସୁଦର୍ଶନ ପ୍ରଧାନ, କୈଳାସ ଚନ୍ଦ୍ର ନାୟକ, ରାମଅନ୍ତବରିଆ, ମଦନମୋହନ ସାହୁ, ହୃଷିକେଶ ନାୟକ, ସଂଜୟ କୁମାର ପାଣି,୧୫ଜଣ ଯୁବସାମ୍ବାଦିକ ନୂତନ ସଦସ୍ୟତା ଗ୍ରହଣ କରିଥିଲେ।ଆସନ୍ତା ଅଗଷ୍ଟ ମାସରେ ରେ ସେମିଳିଗୁଡା ଠାରେ ବୈଠକକରାଯିବାକୁସ୍ଥିର କରାଯାଇଥିଲା।ସଭା ଶେଷରେ ସଙ୍ଘର ସାଧାରଣ ସମ୍ପାଦକ ମାନସ ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.