Home ଓଡ଼ିଶା ଇଡକଲ ଅଡିଟୋରିୟମରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ

ଇଡକଲ ଅଡିଟୋରିୟମରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ

95

ଭୁବନେଶ୍ଵର,୦୧/୦୯,(ଓଡ଼ିଆ ପୁଅ ପି ନାଏକ):ଇଡକଲ ଅଡିଟୋରିୟମରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ବୈଠକର ପ୍ରଥମ ଅଧିବଶେନରେ ସଭ୍ୟ ସଂଗ୍ରହ ନେଇ ଆଲୋଚନା ହୋଇଛି । ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟରେ ଏହାର ଶୁଭାରମ୍ଭ କରିବେ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ । ନିର୍ବାଚନରେ ସଫଳତା ପରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସିଛି । ସଦସ୍ୟତା ସଂଗ୍ରହ ଅଭିଯାନ ଦଳର ମୂଳଦୁଆ ।

ତୃଣମୂଳ ସ୍ତରରେ ଦଳକୁ ଆହୁରି ଅଧିକ ସୁଦୃଢ କରିବାକୁ ପଡ଼ିବ । ନିର୍ବାଚନ ବେଳେ କିଛି ମତ ପାର୍ଥକ୍ୟ ଥିଲେ ବି ସଂଗଠନ ପାଇଁ ଏକ ହେବାକୁ ପଡ଼ିବ । ଏହା ସହ ଯୁବଶକ୍ତିକୁ ସଠିକ୍ ଭାବେ ବିନିଯୋଗ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଗତ ବର୍ଷ ପ୍ରାୟ ୪୭ ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.