ad
ଓଡ଼ିଶା

ଆସାମରେ ମୃଦ୍ୟୁ ଭୂମିକମ୍ପ

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ଭାରତ ଉତ୍ତରପୂର୍ବ ରାଜ୍ୟ ଆସାମର କାର୍ବୀ ଆଙ୍ଗ୍ଲୋଙ୍ଗରେ ରିକ୍ଟର ସ୍କେଲରେ ୩.୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ରବିବାରଦିନ ସକାଳ ୭:୦୩ ବେଳେ ଅନୁଭୁତ ହୋଇଥିଲା। କୌଣସି କ୍ଷତିର ସୂଚନା ନାହିଁ।

ପୁନଶ୍ଚ ସୂଚନା ଯୋଗ୍ୟଯେ, ହିମାଞ୍ଚଳର ଚମ୍ବା ଜିଲ୍ଲା ରବିବାରଦିନ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି। କୌଣସି କ୍ଷତିର ସୂଚନା ନାହିଁ। ଭୂମିକମ୍ପର କେନ୍ଦ୍ର ଚମ୍ବାର ଉତ୍ତର-ପୂର୍ବରୁ ୧୦ କିଲୋମିଟର ଗଭୀରତାରେ ଥିଲା। ରବିବାରଦିନ ସକାଳ ୫:୩୦ ବେଳେ ୩.୪-ତୀବ୍ରତା ଭୂମିକମ୍ପ ରେକର୍ଡ଼ କରାଯାଇଥିଲା। ପରେ ସକାଳ ୮ଟା ୦୪ ମିନିଟରେ ୪.୯ ତୀବ୍ରତା ଭୂମିକମ୍ପ ରେକର୍ଡ଼ କରାଯାଇଥିଲା। ଜିଲ୍ଲାର ଆଖପାଖ ଅଞ୍ଚଳରେ ମଧ୍ୟ ହାଲୁକା ଝଟକା ଅନୁଭବ କରାଯାଇଥିଲା। ଲୋକମାନେ ଭୂମିକମ୍ପ ଭୟରେ ଘରୁ ବାହାରକୁ ଆସିଯାଇିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top