Home ଓଡ଼ିଶା ଆଜି ବିଶ୍ୱପର୍ଯ୍ୟଟନ ଦିବସରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା ଆନିମେସନ

ଆଜି ବିଶ୍ୱପର୍ଯ୍ୟଟନ ଦିବସରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା ଆନିମେସନ

95

ପୁରୀ, ୨୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ବିଶ୍ୱପର୍ଯ୍ୟଟନ ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ବାଲୁକା ଆନିମେସନ ମାଧ୍ୟମରେ ନିର୍ମାଣ କରିଛନ୍ତି ଏକ ସୁନ୍ଦର ବାଲୁକା କଳା। ସୁଦାମ ନିର୍ମାଣ କରିଥିବା ଏହି ଆନିମେସନ ମାଧ୍ୟମରେ କରୋନା କୁ ନେଇ ଜନ ସଚେତନତ ବାର୍ତ୍ତା ପ୍ରଦାନ କରିଛନ୍ତି। କରୋନା ମହାମାରୀ ର ପ୍ରକୋପ ଶେଷ ହେବାପରେ ସମସ୍ତେ ବିଶ୍ୱରେ ଥିବା ପର୍ଯ୍ୟଟନସ୍ଥଳ ଗୁଡକୁ ଭ୍ରମଣ କରିବା ସହ ପର୍ଯ୍ୟଟନର ବିକାଶ ରେ ସହାୟକ ହେବାକୁ ଆନିମେସନ ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ସହ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁଦାମ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.