ad
ଜିଲ୍ଲା ପରିକ୍ରମା

ଆଜି ନୂଆ କରୋନା ଆକ୍ରାନ୍ତ ୧୧୨ ଚିହ୍ନଟ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ଆଜି ନୂଆ ୧୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ଏବେ ୩୬୯୮ରେ ପହଞ୍ଚିଛି । ମୋଟ ସୁସ୍ଥ ୨୭୮୩ ଜଣ ହେବା ପରେ ଏବେ ଆକ୍ଟିଭ ଆକ୍ରାନ୍ତ ୯୦୫ ଅଛନ୍ତି । ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୧୫ଜଣ, ବାସୁଦେବପୁର ପୌରପାଳିକାରୁ ୧୩, ଭଦ୍ରକ ବ୍ଲକରୁ ୫, ଭଦ୍ରକ ପୌରପାଳିକାରୁ ୧୧, ବନ୍ତ ବ୍ଳକରୁ ୧୮, ଭଣ୍ଡାରିପୋଖରୀ ବ୍ଲକରୁ ୧୬, ଚାନ୍ଦବାଲି ବ୍ଲକରୁ ୩, ଧାମନଗର ବ୍ଳକରୁ ୧୬, ଧାମନଗର ଏନ୍‌ଏସିରୁ ୨, ତିହିଡି ବ୍ଳକରୁ ୭ ଏବଂ ଅନ୍ୟ ଜିଲ୍ଲାରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top