Home ଜିଲ୍ଲା ପରିକ୍ରମା ଆଉ ୩୬ ପଜିଟିଭ୍‌ରେ ବୃଦ୍ଧି, ମୋଟ ସଂଖ୍ୟା ୫୫୦୬

ଆଉ ୩୬ ପଜିଟିଭ୍‌ରେ ବୃଦ୍ଧି, ମୋଟ ସଂଖ୍ୟା ୫୫୦୬

40

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ଆଜି ନୂଆ ଆକ୍ରାନ୍ତ ୩୬ଜଣ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୫୫୦୬ରେ । ସେହିପରି ସୁସ୍ଥଙ୍କ ସଂଖ୍ୟାରେ ବୃଦ୍ଧି ହୋଇ ୪୭୮୫ରେ ପହଞ୍ଚିବାରୁ ମୋଟ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୮ଶହରୁ କମି ୭୦୬ ହୋଇଛି । ଜିଲ୍ଳାରୁ ମୋଟ ୮୯ହଜାର ୬୪୪ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ୩୬ ଆକ୍ରାନ୍ତମାନେ ଭଦ୍ରକ ବ୍ଲକର ୭, ଭଦ୍ରକ ପୌରପାଳିକାର ୧୬, ବନ୍ତ ବ୍ଳକର ୩, ଚାନ୍ଦବାଲି ବ୍ଳକର ଜଣେ, ଧାମନଗର ବ୍ଳକର ୨ଜଣ, ତିହିଡି ବ୍ଲକର ୫ଜଣ ଏବଂ ଅନ୍ୟ ଜିଲ୍ଲାର ୨ଜଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.