ad
ଓଡ଼ିଶା

ଅହମ୍ମଦାବାଦର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ଫସିଛନ୍ତି ୧୫, ଜଣେ ମୃତ

ଅହମ୍ମଦାବାଦ,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆଜି ଅହମ୍ମଦାବାଦର ଜଗତପୁର-ଗୋଟା ଅଞ୍ଚଳରେ ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ସୋଇଛି ।

ଖବରପାଇ ଘଟଣା ସ୍ଥଳରେ ୧୦ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି । ବର୍ତ୍ତମାନ ୩୦ ଜଣ ଫସି ରହିଥିବା ବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top