Home ଓଡ଼ିଶା ଅହମ୍ମଦାବାଦର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ଫସିଛନ୍ତି ୧୫, ଜଣେ ମୃତ

ଅହମ୍ମଦାବାଦର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ଫସିଛନ୍ତି ୧୫, ଜଣେ ମୃତ

119

ଅହମ୍ମଦାବାଦ,୨୬/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆଜି ଅହମ୍ମଦାବାଦର ଜଗତପୁର-ଗୋଟା ଅଞ୍ଚଳରେ ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଫଳରେ ଜଣଙ୍କର ମୃତ୍ୟୁ ସୋଇଛି ।

ଖବରପାଇ ଘଟଣା ସ୍ଥଳରେ ୧୦ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି । ବର୍ତ୍ତମାନ ୩୦ ଜଣ ଫସି ରହିଥିବା ବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.