Home ଓଡ଼ିଶା ଅଲୋଡା ନବଜାତ ଶିଶୁର ମୃତଦେହ ଉଦ୍ଧାର

ଅଲୋଡା ନବଜାତ ଶିଶୁର ମୃତଦେହ ଉଦ୍ଧାର

120

ରାୟଗଡ଼ା,୧୯/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ଅଲୋଡା ନବଜାତ ଶିଶୁ ର ମୃତ ଦେହ ଉଦ୍ଧାର ହୋଇଛି । ରାୟଗଡା ଜିଲ୍ଲା ବିଷମକଟକ ଥାନା ନିକଟ ଗେଟ୍‌ ନଦୀ ମଧ୍ୟରୁ ଏହି ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଖବରପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଅବୈଧ ସମ୍ପର୍କ ରଖି ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ କେହି ଫୋପାଡି ଦେଇଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.