Home Top News ଅଭିନେତା ମିହିର ଦାସ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି

ଅଭିନେତା ମିହିର ଦାସ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି

130

ଭୁବନେଶ୍ୱର ୯ -୧୨ (ଓଡ଼ିଆ ପୁଅ) ଜଣାଶୁଣା ଅଭିନେତା ମିହିର ଦାସ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର କିଡ୍ନୀ ଜନିତ ସମସ୍ୟା ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇଥିବା ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.