Home Top News ଅନ୍ତସତ୍ତ୍ଵା ପ୍ରେମିକାକୁ ଛାଡି ପ୍ରେମିକ ଫେରାର: ଥାନାରେ ମାମଲା

ଅନ୍ତସତ୍ତ୍ଵା ପ୍ରେମିକାକୁ ଛାଡି ପ୍ରେମିକ ଫେରାର: ଥାନାରେ ମାମଲା

124

ମାହାଙ୍ଗା, ୨୪/୦୭(ଓଡ଼ିଆ ପୁଅ /ଅଭୟ ଜେନା )ବିବାହର ପ୍ରତିଶୃତି ଦେଇଶାରୀରିକ ସମ୍ପର୍କରଖି ପ୍ରେମିକା ଅନ୍ତସତ୍ତ୍ଵା ହେବାପରେ ପ୍ରେମିକ ଫେରାରହୋଇଥିବା ଜଣାପଡିଛି.

ଘଟଣା ଘଟିଛି ବାଲିଚନ୍ଦ୍ରପୁର ଥାନା, ଅନ୍ତର୍ଗତ ନଳୀପୁର ଗ୍ରାମରେ ବାଲିଚନ୍ଦ୍ରପୁର ଥାନାରେ ଏଥିନେଇ ଲିଖିତ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ, ନିଜ ଗ୍ରାମର ତଫିଯୁଦ୍ଦିନଖାଁ ଙ୍କ ପୁଅ ସାଦତ୍ତଖାଁ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି

ସାଦତ୍ତ ଯୁବତୀ ଜଣଙ୍କୁ ବିବାହର ପ୍ରତିଶୃତିଦେଇ ଅନ୍ତସ୍ୱତ୍ତ୍ଵା କରିଥିଲେ ଯୁବତୀ ଅନ୍ତସ୍ୱତ୍ତ୍ଵା ହେଲାପରେ ଯୁବତୀ ଜଣକ ସାଦତ୍ତକୁ ବିବାହ କରିବାକୁ କହିବାରୁ ସେ ଯୁବତୀଜଣକୁ ବିଭିନ ଧମକ ଚମକ ଦେଇ ବିବାହପାଇଁ ମନାକରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.