ad
କେନ୍ଦୁଝର

ଅଜଣା ବୋଲେରୋ ଧକ୍କାରେ ଲୁନା ଆରୋହୀ ଗୁରୁତ୍ତର

ତୁରୁମୁଙ୍ଗା ୨୬-୩ (ଓଡ଼ିଆ ପୁଅ)- ପାଟଣା ଥାନା ନୟାଜଗନ୍ନାଥପୁର ଛକ ନିକଟରେ ଏକ ଅଜଣା ବୋଲେରୋ ଧକ୍କାରେ ଲୁନା ଆରୋହି ଗୁରୁତ୍ତର ହୋଇ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଛି। ଗୁରୁତ୍ତର ବାଇକ ଆରୋହି ହେଲେ କମାରମରା ଗ୍ରାମର ରମାକାନ୍ତ ପାତ୍ର, କୌଣସି କାମରେ ସାହାରପଡା ଆଡକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ଖବର ପାଇ ସାହାରପଡା ଫାଣ୍ଡି ପୋଲିସ ପହଁଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଜଣା ବୋଲେର ଟି ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top