Home ଜିଲ୍ଲା ପରିକ୍ରମା ଅଙ୍ଗନୱାଡି କେନ୍ଦ୍ରରୁ ଚୋରି ଅଭିଯୋଗ

ଅଙ୍ଗନୱାଡି କେନ୍ଦ୍ରରୁ ଚୋରି ଅଭିଯୋଗ

7

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଥାନା ଅନ୍ତର୍ଗତ ରହଣିଆ ପଞ୍ଚାୟତ ଅନ୍ତର୍ଗତ ସୁରୁବଣ ଅଙ୍ଗନୱାହି କେନ୍ଦ୍ରରୁ ଗତ ୧୫ ତାରିଖ ରାତ୍ରରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଙ୍ଗନୱାଡି କର୍ମୀ କମଳା ପୁହାଣ ଏହି ଚୋରି ସମ୍ପର୍କରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । ଗତ ମାର୍ଚ୍ଚ ମାସରେ ମଧ୍ୟ ଏହି କେନ୍ଦ୍ରରୁ ଏକ ମୋଟର ଚୋରି ହୋଇଥିଲା । ଗତ କାଲି ପ୍ରେସର କୁକର, ବାଲ୍‌ତି ଆଦି ସାମଗ୍ରୀ ସହ ଖାଦ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.