ଓଡ଼ିଶା

ନୟାଗଡ଼ରେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ – ଅଭିଯୁକ୍ତ ଗିରଫ

ନୟାଗଡ଼ ୨ ମଇ (ଓଡ଼ିଆ ପୁଅ) :ଥମୁନି ରାଜ୍ୟରେ ଦୁଷ୍କର୍ମ ଘଟଣା। ପୁଣି ଏହିପରି ଏକ ଘଟଣା ସାମନାକୁ ଆସିଛି। ଖବର ଅନୁଯାୟୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ଘରେ ପଶି ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ରଣପୁର ଥାନାରେ। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ମଙ୍ଗଳବାର ଦିନ ସନ୍ଧ୍ୟାରେ ଘଟିଛି ଏହି ଘଟଣା। ସୂଚନାନୁଯାୟୀ ମହିଳା ଜଣକ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ଜଣକ ଏହାର ସୁଯୋଗ ପାଇଁ ଏହି ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top