Home ଓଡ଼ିଶା ଅପରାହ୍ଣ ୩ଟା ସୁଦ୍ଧା ଓଡ଼ିଶାର ମତଦାନ ହାର ୪୬.୨୯ ପ୍ରତିଶତ – ଅନ୍ୟରାଜ୍ୟରେ କେତେ?

ଅପରାହ୍ଣ ୩ଟା ସୁଦ୍ଧା ଓଡ଼ିଶାର ମତଦାନ ହାର ୪୬.୨୯ ପ୍ରତିଶତ – ଅନ୍ୟରାଜ୍ୟରେ କେତେ?

408

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ଅପରାହ୍ଣ ୩ଟା ସୁଦ୍ଧା ଓଡ଼ିଶାର ମତଦାନ ହାର ୪୬.୨୯ ପ୍ରତିଶତ ଥିବା ବେଳେ, ପଶ୍ଚିମବଙ୍ଗରେ ସର୍ବାଧିକ ୬୭.୫୨ ପ୍ରତିଶତ, ଆସାମରେ ୬୨.୧୩ ପ୍ରତିଶତ, ଗୋଆରେ ୫୮.୫୪ ପ୍ରତିଶତ, ଗୁଜୁରାଟ ୫୦.୩୬ ପ୍ରତିଶତ, ଜାମ୍ମୁ କଶ୍ମୀରରେ ସର୍ବନିମ୍ନ ୧୦.୬୪ ପ୍ରତିଶତ, କର୍ଣ୍ଣାଟକ ୪୯.୯୬ ପ୍ରତିଶତ, କେରଳ ୫୫.୦୨ ପ୍ରତିଶତ, ତ୍ରିପୂରା ୬୧.୧୫ ପ୍ରତିଶତ, ଉତ୍ତର ପ୍ରଦେଶ ୪୬.୯୯ ପ୍ରତିଶତ, ମହାରାଷ୍ଟ୍ରରେ ୪୪.୭୦ ପ୍ରତିଶତ, ବିହାରରେ ୪୬.୯୪ ପ୍ରତିଶତ, ଛତିଶଗଡ଼ରେ ୫୫.୨୯ ଦାଦରା ନଗର ହାବେଳୀରେ ୫୬.୮୧ପ୍ରତିଶତ, ଜାମନ ଡ଼ିଉରେ ୫୫.୦୨ ପ୍ରତିଶତ ମତଦାନ ହୋଇଛି।

ସେହିପରି ଓଡ଼ିଶାରେ କେନ୍ଦୁଝରରେ ୫୦.୮୨ ପ୍ରତିଶତ ମତଦାନ ହୋଇଛି। ସେହିପରି କଟକରେ ୪୩.୧୪%, ପୁରୀରେ ୪୫.୨୪%, ସମ୍ବଲପୁରରେ ୪୪.୪୪% ଏବଂ ଭୁବନେଶ୍ୱରରେ ୩୬.୯୭% ମତଦାନ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.