Home ଆନ୍ତର୍ଜାତୀୟ ପାକିସ୍ଥାନୀ କଳାକାରଙ୍କୁ ବ୍ୟାନ ସପକ୍ଷରେ ବିଦ୍ୟା ବାଲନ

ପାକିସ୍ଥାନୀ କଳାକାରଙ୍କୁ ବ୍ୟାନ ସପକ୍ଷରେ ବିଦ୍ୟା ବାଲନ

1628

ମୁମ୍ବାଇ:ପୁଲୱାମା ଆକ୍ରମଣ ପରେ ଭାରତୀୟ ଫିଲ୍ମ ଉଦ୍ୟୋଗ ଦ୍ୱାରା ପାକିସ୍ଥାନୀ କଳାକାରଙ୍କ ଉପରେ ଲଗା ଯାଇଥିବା ବ୍ୟାନକୁ ସପକ୍ଷ କରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ।ବିଦ୍ୟା କହିଛନ୍ତି,ମତେ ଲାଗୁଛି ଏଥର ଆମକୁ ଶକ୍ତ ପଦକ୍ଷେପ ନେବାକୁ ପଡ଼ିବ।ବାସ,ବହୁତ ହେଇଗଲା।ବିଦ୍ୟା କହିଲେ ଯେ ସେ କଳାକାର ମାନଙ୍କର ସୀମା ଏବଂ ରାଜନୀତି ଠାରୁ ଦୂରରେ ରଖିବା ଉପରେ ବିଶ୍ୱାସ ରଖନ୍ତି।କିନ୍ତୁ ଏବେ ଏହି ଚନ୍ତାଧାରାକୁ ବିରାମ ଦେବାକୁ ହେବ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.