UPSC ଜାରୀ କଲା ସିଭିଲ ସର୍ଭିସେସ ପରୀକ୍ଷାର ଆଡମିଟ କାର୍ଡ – କେମିତି କରିବେ ଡାଉନଲୋଡ୍

ନୂଆଦିଲ୍ଲୀ ୪-୧୦ (ଓଡ଼ିଆ ପୁଅ) ସଂଘ ଲୋକ ସେବା ଆୟୋଗ (UPSC) ସିଭିଲ ସର୍ଭିସେସ ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି କରିଛି। UPSC ଏହି ବିଷୟରେ ତା’ର ୱେବ ସାଇଟରେ ନୋଟିଫିକେଶନ ମଧ୍ୟ ଅପଲୋଡ କରିଛି। ବିଦ୍ୟାର୍ଥୀ ନିଜର ଆଡମିଟ କାର୍ଡ ୩ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ UPSCର ସାଇଟରୁ ଡାଉନଲୋଡ କରି ପାରିବେ। ଏହା ସହିତ UPSC ଆଡମିଟ କାର୍ଡ ଏବଂ ପରୀକ୍ଷା ସମ୍ବନ୍ଧିତ ନିର୍ଦେଶନାମା ମଧ୍ୟ ଜାରୀ କରିଛି।

Leave a Reply

Your email address will not be published. Required fields are marked *