ପାଟଣା ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଦେଶୀ ମହୁଲି ମଦ ଜବତ ୨ ଗିରଫ

ତୁରୁମୁଙ୍ଗା ୧୯-୪ (ଓଡ଼ିଆ ପୁଅ) ପାଟଣା ଅବକାରୀ ବିଭାଗ ଦ୍ଵାରା ଗତକାଲି ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରି କଣ୍ଟିଆପଡା ଗ୍ରାମର ଭାନୁମତି ବେହେରାଙ୍କଠାରୁ ୫ ଲିଟର ଏବଂ ବାଉଁଶୁଳୀଗ୍ରାମର ସେବତୀ ବାରିକ ୧୨ ଲିଟର ମଦ ଜବତ କରି ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଚଢ଼ଉରେ ପାଟଣା ଅବକାରୀ ବିଭାଗର ସବ ଇନିସ୍ପେକ୍ଟର ନରେନ୍ଦ୍ର ପ୍ରଧାନଙ୍କ ସମେତ କର୍ମଚାରୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *