Home ଓଡ଼ିଶା ରିଲିଜ ହେଲା ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ “୨.୦” ଗୀତ “ତୁ ହି ରେ”

ରିଲିଜ ହେଲା ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ “୨.୦” ଗୀତ “ତୁ ହି ରେ”

711

ମୁମ୍ବାଇ:ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ “୨.୦”ର ନୂଆ ଗୀତ “ତୁ ହି ରେ” ରିଲିଜ ହୋଇଛି।ଆବ୍ବାସ ଟାୟାରବାଲାଙ୍କ ଦ୍ଵାରା ଲିଖିତ ଏହି ଗୀତର ସଙ୍ଗୀତକାର ହେଲେ ଏ ଆର ରହମାନ।କଣ୍ଠଦାନ କରିଛନ୍ତି ଅରମାନ ମଲିକ ଏବଂ ଶାଶା ତିରୁପତି।”୨.୦” ଫିଲ୍ମଟି “ରୋବର୍ଟ”ର ସ୍ୱିକଲ ଅଟେ।ଫିଲ୍ମଟିରେ ବିଏଫଏକ୍ସ ଟେକନିକ ପାଇଁ ପ୍ରାୟ ୫୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.